Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • କମିବାରେ ଲାଗିଛି କରୋନା ସଂକ୍ରମଣ, ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ୬୪୨ ଆକ୍ରାନ୍ତ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||
  • ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ
  • ||
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||

ଯେତେ କହିଲେ ବି ଚେତୁନାହାନ୍ତି : ଗାଡିସବୁ ଉଠାଇନେଲା ପୋଲିସ, ଅମାନିଆ ଏବେ କରିବେ କଣ

6/04/2020 at 9:23 AM

ଭୁବନେଶ୍ୱର ୦୬।୦୪: ସାରାଦେଶରେ କରୋନା ସ୍ଥିତି ଏବେ ଚିନ୍ତାଜନକ ରହିଛି । କରୋନା ସ୍ଥିତିକୁ ଦେଖି କେନ୍ଦ୍ର ସରକାର ୨୧ଦିନିଆ ଲକଡାଉନ୍ ଘୋଷଣା କରିଛନ୍ତି । ସେହିପରି ରାଜ୍ୟରେ ମଧ୍ୟ ଲକଡାଉନ୍ ନିୟମକୁ କଡାକଡି ପାଳନ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ କିଛି ଅମାନିଆଙ୍କୁ ଯେତେ ବୁଝାଇଲେ ମଧ୍ୟ ବୁଝିବାକୁ ନାରାଜ । ରାଜ୍ୟ ସରକାର ବାରମ୍ବାର ସାଧାରଣଲୋକଙ୍କୁ ଅନୁରୋଧ କରିଛନ୍ତି ଯେ, କିଛି ଗୁରୁତ୍ୱପୂର୍ଣ୍ଣ କାମ ନଥିଲେ ବାହାରକୁ ଆସନ୍ତୁନାହିଁ । କିନ୍ତୁ କିଛି ଅମାନିଙ୍କୁ ଯେତେକେହିଲେ ବି ସେ ନିର୍ଦ୍ଦେଶକୁ ଫୁ କରି ଉଡାଇଦେଉଛନ୍ତି ।

ସୋମବାର ଦିନ ଭୁବନେଶ୍ୱରରେ କିଛି ଅମାନିଆଙ୍କ ଗାଡ଼ି ଜବତ କରାଯାଇଛି  । ଲକ୍  ଡାଉନ୍  ନିୟମ ନମାନିବାରୁ ରାଜଧାନୀର ବିଭିନ୍ନ ଅଞ୍ଚଳରୁ ୮ଟି ବାଇକ୍  ଜବତ କରିଛି କମିଶନରେଟ ପୋଲିସ । ଯଦୁପୁର ମାର୍କେଟରୁ ୨ଟି ବାଇକ୍  ଏବଂ ଶିରିପୁର ଛକରୁ ୬ଟି ବାଇକ୍  ଜବତ କରିଛି କମିଶନରେଟ ପୋଲିସ । ସଟ୍  ଡାଉନ୍  ପରେ ଲକ୍  ଡାଉନ୍ ରେ ସାମାଜିତକ ଦୂରତା ବଜାଇ ରଖିବାକୁ କହିଥିଲେ ଟ୍ବିନ ସିଟି କମିଶନର ।  ଅଯଥାରେ ଗାଡ଼ି ଧରି ବାହାରିବା ଉପରେ ମଧ୍ୟ ବାରଣ କରାଯାଇଥିଲା । କିନ୍ତୁ କିଛି ଲୋକ ଆଜି ସକାଳୁ ଏହି ନିୟମ ଖିଲାପ କରିବାରୁ ସେମାନଙ୍କ ଗାଡ଼ି ଗୁଡ଼ିକୁ ଜବତ କରାଯାଇଛି. ।

   Related Posts