ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ଯୌନ ନିର୍ଯାତନା ଘଟଣା, ମାମଲାରେ ଯିଏ ଦୋଷୀ ସେ ଦଣ୍ଡ ପାଇବ-କମିଶନ ଅଧ୍ୟକ୍ଷା
25/01/2021 at 1:26 PM

ଭୁବନେଶ୍ୱର ୨୫।୦୧: ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ଯୌନ ନିର୍ଯାତନା ଅଭିଯୋଗ । ଘଟଣାରେ ତଦନ୍ତ ଜାରି ରହିଛି । ମାମଲାରେ ଭିନ୍ନକ୍ଷମ କମିଶନ ଅଧ୍ଯକ୍ଷା ସୁଲୋଚନା ଦାସ ଆଜି ଘଟଣା ସ୍ଥଳରେ ପହଂଚିଛନ୍ତି । ସେ ଘଟଣାର ଅନୁଧ୍ଯାନ କରୁଛନ୍ତି ।
ଘଟଣାରେ ଯିଏ ଦୋଷୀ ସେ ଦଣ୍ଡ ପାଇବ। ଏହା ଅତ୍ୟନ୍ତ ଲଜ୍ୟାଜନକ କଥା ବୋଲି କହିଛନ୍ତି ଭିନ୍ନକ୍ଷମ କମିଶନ ଅଧ୍ଯକ୍ଷା। କମିଶନ ପାଖରେ କେହି ଅଭିଯୋଗ କରିନାହାନ୍ତି। ସେ ମୋଟ ଘଟଣାକୁ ଗ୍ରହଣ କରିଛନ୍ତି କମିଶନ। ଭିଡ଼ିଓ ତର୍ଜମା କରି ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ । ଦିବ୍ୟାଙ୍ଗଙ୍କ ସୁରକ୍ଷା କମିଶନଙ୍କ ଦାଯିତ୍ୱ ବୋଲି ସେ କହିଛନ୍ତି ।
Related Posts
ନବୀକରଣ ହେବ ଆଠଗଡ଼ ପୁରୁଣା ତହସିଲ କାର୍ଯ୍ୟାଳୟ
3 March 2021