ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ : ଅଧ୍ୟାପକଙ୍କ ଘରେ ଭିଜିଲାନ୍ସ ଚଢଉ

Published By : Prameya-News7 Bureau | February 15, 2019 IST

ସୋର ୧୫|୨: ଅଧ୍ଯାପକଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ସାଧାରଣତଃ ଅଧ୍ୟାପକଙ୍କ ଘରେ ଭିଜିଲାନ୍ସ ଚଢଉ କ୍ବଚିତ ହୋଇଥାଏ । ତେବେ ଆଜି  ଆୟ  ବର୍ହିଭୁତ ସମ୍ପତ୍ତି ରଖିଥିବା ଅଭିଯୋଗରେ ସୋର ତଳ ନଗର କଲେଜର ଉଦ୍ଭିଦ ବିଜ୍ଞାନ ବିଭାଗର ଅଧ୍ଯାପକ ରାମଚନ୍ଦ୍ର ଉପାଧ୍ଯାୟଙ୍କ ଘରେ ବାଲେଶ୍ବର ଓ ବାରିପଦା ମିଳିତ ଭିଜିଲାନ୍ସ ଟିମ୍ ଚଢଉ କରିଥିଲା । ଶ୍ବଶୁର ଘର ବେତଡା, ତଳ ନଗର କଲେଜ, ନିଜ ଗାଁ ଅସିମିଳା, ସୋର କେଲଜ ଛକରେ ଥିବା ବାସଭବନ, ମହିଳା ହଷ୍ଟେଲ ଉପରେ ଚଢଉ କରିଛନ୍ତି ।

{"id":85512}

ଚଢାଉ ବେଳେ ଅଧ୍ଯାପକଙ୍କ ଘରୁ ନଗଦ ୩ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା, ବିପୁଳ ପରିମାଣର ସୁନା ଓ ଗହଣା , ଦୁଇଟି କୋଠାର କାଗଜ ପତ୍ର ଭିଜିଲାନ୍ସ ହାତରେ ଲାଗିଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.