ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘କାଶ୍ମୀର ପଣ୍ଡିତଙ୍କ ହତ୍ୟାକାରୀକୁ କ୍ଷମା ନାହିଁ’ – ଉପ ରାଜ୍ୟପାଳ
  • ||
  • ଦେଶରେ ବଢୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୨୨୦୨ କରୋନା ପଜିଟିଭ୍
  • ||
  • ସନ୍ଧ୍ୟାରେ ପଞ୍ଜାବ ବନାମ ଦିଲ୍ଲୀ, ‘କର ବା ମର’ ସ୍ଥିତିରେ ଉଭୟ ଟିମ୍
  • ||
  • ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୭ ପଜିଟିଭ୍
  • ||
  • ଚଣ୍ଡୀଖୋଲ: ଟ୍ରକକୁ ଧକ୍କା ଦେଲା ଟ୍ରକ୍: ଗାଡି ଆଗକୁ ଛିଟିକି ପଡିଲେ ଡ୍ରାଇଭର, ଚାଲିଗଲା ଜୀବନ
  • ||
  • କମିବ ଖରା, ବଢିବ ଗୁଳୁଗୁଳି : ଭିଜାଇବ କାଳବୈଶାଖି ବର୍ଷା
  • ||

ନିର୍ବାଚନ ପ୍ରସ୍ତୁତିକୁ ନେଇ ରାଜ୍ୟରେ ଜିଲ୍ଲାପାଳମାନଙ୍କ ବୈଠକ

31/08/2018 at 3:43 AM

ଭୁବନେଶ୍ୱର ୩୧/୮ : ନିର୍ବାଚନ ପ୍ରସ୍ତୁତିକୁ ନେଇ ରାଜ୍ୟରେ ଜିଲ୍ଲାପାଳମାନଙ୍କ ବୈଠକ ବସିଛି । ରାଜ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କ ଅଧ୍ୟକ୍ଷତାରେ ଚାଲିଥିବା ବୈଠକରେ ୨୭ ଜିଲ୍ଲାର ଜିଲ୍ଲାପାଳ ଯୋଗ ଦେଇଛନ୍ତି । ୩ଟି ଜିଲ୍ଲାର ଜିଲ୍ଲାପାଳଙ୍କ ପ୍ରତିନିଧି ଉପସ୍ଥିତ ଅଛନ୍ତି । ବୈଠକରେ ଇଭିଏମ୍ ଓ ଭିଭିପାର୍ଟ ଯାଞ୍ଚ ନେଇ ଜିଲ୍ଲାପାଳଙ୍କୁ ତାଲିମ ଦିଆଯାଉଛି । ସେପ୍ଟେମ୍ବର ପ୍ରଥମ ସପ୍ତାହରେ ୧୦ଟି ଜିଲ୍ଲାରେ ଭିଭିପାର୍ଟ ଓ ଇଭିଏମ୍ ଯାଞ୍ଚ ହେବ । ଏହି ଯାଞ୍ଚ ବେଳେ ସମସ୍ତ ଦଳର ଏଜେଣ୍ଟ ଉପସ୍ଥିତ ରହିବେ । ବୈଠକରେ କେନ୍ଦ୍ର ନିର୍ବାଚନ କମିଶନଙ୍କ ପ୍ରତିନିଧି ଓ ଇଞ୍ଜିନିୟର ଉପସ୍ଥିତ ଅଛନ୍ତି । ସେପ୍ଟେମ୍ବର ଦ୍ବିତୀୟ ସପ୍ତାହରୁ ଅନ୍ୟ ଜିଲ୍ଲାକୁ ସାମିଲ କରାଯିବ ।

   Related Posts