MKCG ଅଗ୍ନିକାଣ୍ଡ ନେଇ ଜିଲ୍ଲାପାଳଙ୍କ ଟୁଇଟ: କ୍ଷୟକ୍ଷତି ହୋଇନଥିବା ସୂଚନା

Published By : Prameya-News7 Bureau | April 27, 2021 IST

ବ୍ରହ୍ମପୁର ୨୭/୪: ବ୍ରହ୍ମପୁର ଏମକେସିଜି ହସ୍ପିଟାଲ ଅଗ୍ନିକାଣ୍ଡ ନେଇ ଟୁଇଟ କରିଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ଜିଲ୍ଲାପାଳ କହିଛନ୍ତି ଏହା ଏରକ ଛୋଟ ଧରଣର ଅଗ୍ନିକାଣ୍ଡ ଥିଲା । ଠିକ୍ ସମୟରେ ଅଗ୍ନିଶମ ଅଧିକାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ବଡଧରଣର କୌଣସି କ୍ଷୟକ୍ଷତି ହୋଇନି ।

wp:gallery {"ids":[444804],"linkTo":"none"} /wp:gallery

ଏଥିରେ ବ୍ୟସ୍ତ ହେବାର କୌଣସି କାରଣ ନାହିଁ । ଗତକାଲି ଏସିରୁ ସର୍ଟସର୍କିଟରୁ ହୋଇଥିଲା ଅଗ୍ନିକାଣ୍ଡ । ଖବର ଜଣାପଡିବା ପରେ ଅଗ୍ନିଶମ ଅଧିକାରୀମାନେ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.