Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ଜାଡ ମାଡରେ ସାରା ରାଜ୍ୟ ; ସୁନ୍ଦରଗଡରେ ଜନଜୀବନ ଅସ୍ତବ୍ୟସ୍ତ, ୧୦ ଡିଗ୍ରୀ ତଳେ ରହୁଛି ତାପମାତ୍ରା

31/12/2018 at 12:11 PM

ସୁନ୍ଦରଗଡ ୩୧|୧୨: ଜାଡ ମାଡରେ ସାରା ରାଜ୍ୟ । ସୁନ୍ଦରଗଡର ଆଖପାଖ ଅଞ୍ଚଳରେ ଅସହ୍ୟ ଶୀତ ଅନୁଭୂତ ହେଉଛି । ମୁହଁକୁ ମୁହଁ ଦେଖାଯାଉନି । ଥଣ୍ଡା ସାଙ୍ଗକୁ ବୋହୁଛି କୋହଲା ପବନ । ଜନଜୀବନ ଅସ୍ତବ୍ୟସ୍ତ । ସହରରେ ଅସ୍ବାଭାବିକ ଭାବେ ବୃଦ୍ଧି ପାଇଛି ଥଣ୍ଡା। ଥଣ୍ଡା ଯୋଗୁଁ ଲୋକେ ଦିନ ସମୟରେ ମଧ୍ୟ ଥଣ୍ଡା ବସ୍ତ୍ର ପିନ୍ଧି ବାହାରକୁ ବାହାରୁଥିବା ବଳେ ସଂଧ୍ୟା ୭ଟା ପରେ ରାସ୍ତା ଘାଟ ଖାଲି ହୋଇଯାଉଛି।

ସକାଳୁ ସକାଳୁ ଲୋକ ମାନେ ନିଆଁ ଜାଳି ତାର ମଜା ଉଠାଉଥିବା ବେଳେ ପ୍ରବଳ ଥଣ୍ଡା ପାଇଁ ଦୋକାନ ବଜାର ମଧ୍ୟ ମାନ୍ଦା ପଡିଛି। ଅତି ଜରୁରୀ କାମ ନପଡିଲେ ସଂଧ୍ୟାରେ ଘରୁ ବାହାରୁନାହାନ୍ତି । ସପ୍ତାହ ହେଲା ତାପମାତ୍ରା ୧୦ ଡିଗ୍ରୀ ତଳକୁ ରହୁଛି ।  ୮-୯ ବର୍ଷ ପରେ ଚଳିତ ବର୍ଷ ଶୀତର ପ୍ରକେ।ପ ଅଧିକ ରହିଛି । ଶୀତ ବସ୍ତ୍ର ବିକ୍ରି ହେଉଥିବା ଦୋକାନରେ ବହୁତ ଭିଡ ଦେଖିବାକୁ ମିଳୁଛି।

   Related Posts