Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ହାଡଭଙ୍ଗା ଜାଡରେ ଥରୁଛି ସାରା ଓଡିଶା , ୧୦ଡିଗ୍ରୀ ତଳକୁ ଖସିଲା ୧୫ସହରର ତାପମାତ୍ରା

29/12/2019 at 7:17 PM

ଭୁବନେଶ୍ବର ୨୯୧୨ସାରା ରାଜ୍ୟରେ ଶୀତର ଲହରୀ । ଅସମ୍ଭାଳ ଶୀତରେ ଅସ୍ତବ୍ୟସ୍ତ ଜନଜୀବନ । ରାଜଧାନୀ ଭୁବନେଶ୍ବରରେ ତାପମାତ୍ରା ୧୦ ଡିଗ୍ରୀ ଛୁଇଁଥିବା ବେଳେ ସେ।ନପୁରରେ ସବୁଠୁ କମ୍ ୩.୪ ରେକର୍ଡ କରାଯାଇଛି । ତେବେ ଆହୁରି ସପ୍ତାହେ ଏମିତି ସ୍ଥିତି ରହିବ ବେ।ଲି ଆକଳନ କରିଛି ପାଣିପାଗ ବିଭାଗ ।

ଜାଡରେ ଥରୁଛି ସାରା ରାଜ୍ୟ । ସେ।ନପୁର, ଅନୁଗେ।ଳ, ଫୁଲବାଣୀରେ ସ୍ଥିତି ଅସମ୍ଭାଳ । ସେ।ନପୁରରେ ସବୁଠୁ କମ୍ ୩ ଦଶମିକ ୪ ଡ଼ିଗ୍ରୀ, ଅନୁଗୁଳୁ ୪ ଦଶମିକ ୨ ଏବଂ ଫୁଲବାଣୀରେ ୫ ଡ଼ିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଛି । ସମୁଦାୟ ୧୫ ଟି ଷ୍ଟେସନରେ ୧୦ ଡ଼ିଗ୍ରୀ ତଳକୁ ପାରଦ ରହିଛି । କେନ୍ଦୁଝର, ବାଲେଶ୍ବର, ମୟୁରଭଞ୍ଜ, ଦେବଗଡ଼ ଜିଲାରେ ମଧ୍ୟ ପ୍ରବଳ ଥଣ୍ଡା ଅନୂଭୂତ ହେଉଛି । ସୋମବାର ପାଇଁ କଳାହାଣ୍ଡି, ବଲାଙ୍ଗୀର, ସେ।ନପୂର, ଅନୂଗୁଳୁ, କେନ୍ଦୁଝର ଏବଂ ଦେବଗଡ଼ ଜିଲାକୁ ସିଭିୟର କେ।ଲଡ଼ ​ୱଭ୍ କଣ୍ଡିସନ ପାଇଁ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ତେବେ ୧ ତାରିଖ ଯାଏ ଏଭଳି ସ୍ଥିତି ଲାଗି ରହିବ । ୨ରୁ ୩ ତାରିଖ ଭିତରେ ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳୁ, ଖେ।ର୍ଦ୍ଧା, ସେ।ନପୁର ଏବଂ ବୌଦ୍ଧ ଜିଲ୍ଲାରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବ ବେ।ଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।

ରାଜଧାନୀ ଭୁବନେଶ୍ବରରେ ୧୦ ଛୁଇଁଛି ତାପାମାତ୍ରା । ୩ ଦିନ ଭିତରେ ୬ଡିଗ୍ରୀ ଖସିଛି ପାରଦ । ତଥାପି ଥଣ୍ଡାକୁ ଖାତିର ନକରି ଶୀତୁଆକୁ ଉପଭେ।ଗ କରୁଛନ୍ତି ରାଜଧାନୀବାସୀ । ସକାଳୁ ସକାଳୁ କିଏ ଜଗିଂ କରୁଛି ତ କିଏ ସାଙ୍ଗସାଥୀଙ୍କ ସହ ଚା ପିଇ ଶୀତ ଛଡାଉଛି । ସକାଳୁ ସକାଳୁ ପାର୍କରେ ବୁଲି ମଜା ଉଠାଉଛନ୍ତି ରାଜଧାନୀବାସୀ । ତେବେ ସମସ୍ତଙ୍କର ଗେ।ଟିଏ ମତ । ଶୀତ ଦେହ ପାଇଁ ଭଲ । ରାଜଧାନୀରେ ଖସୁଛି ପାରଦ । ଆଗକୁ ବି ଆହୁରି  ତାପମାତ୍ରା କମ୍ ହେବ ବେ।ଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ ।

   Related Posts