Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଆହୁରି ୩ଦିନ ଧରି ଲାଗିରହିବ ଥଣ୍ଡା ; ୧୦ ଡିଗ୍ରୀ ତଳେ ୧୦ଟି ସହରର ତାପମାତ୍ରା

5/01/2019 at 12:09 PM

ଭୁବନେଶ୍ବର ୫|୧: ଥଣ୍ଡା ସ୍ଥିତିରେ ସୁଧାର ଆସୁଛି । ପୁଣିଥରେ ରାତିର ତାପମାତ୍ରା ବଢ଼ୁଛି । ଫୁଲବାଣୀକୁ ଛାଡ଼ି ଅନ୍ୟ ସମସ୍ତ ସହରରେ ରାତିର ତାପମାତ୍ରା ଇତି ମଧ୍ୟରେ ୮ ଡିଗ୍ରି ଟପିଛି । ଉତ୍ତର ଓ ଉପକୂଳ ଓଡ଼ିଶାରେ ସ୍ଥିତି ସ୍ବାଭାବିକ୍ ସ୍ତରକୁ ଆସିଥିବା ବେଳେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଏବେ ବି ଥଣ୍ଡା ଲାଗିରହିଛି । ୧୦ଟି ସହରରେ ରାତିର ତାପମାତ୍ରା ୧୦ ଡିଗ୍ରି ତଳେ ରହିଥିଲା । ଭୁବନେଶ୍ବର, କଟକ, ବାଲେଶ୍ବରରେ ଥଣ୍ଡା ସ୍ଥିତି ପୂର୍ବ ଅବସ୍ଥାକୁ ଫେରିଛି । ଏଭଳି ଥଣ୍ଡା ଆହୁରି ୩ ଦିନ ଧରି ଲାଗିରହିବ ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି  ।

   Related Posts