Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ
  • ||
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||

ଆସନ୍ତାକାଲିଠୁ ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ଦୁର୍ଲଭ ସଂଯୋଗ, ଏହି ରାଶିମାନଙ୍କର ହେବ ଫାଇଦା

29/09/2019 at 3:25 PM

ଜ୍ୟୋତିଷଶାସ୍ତ୍ର ଅନୁସାରେ ଆସନ୍ତାକାଲିଠାରୁ ସୂର୍ଯ୍ୟ ଚନ୍ଦ୍ରଙ୍କ ଦୁର୍ଲଭ ସଂଯୋଗ ହେଉଛି। ଏଥିପାଇଁ କିଛି ରାଶିର ଲୋକଙ୍କୁ ଅନେକ ଫାଇଦା ହେବ ତଥା ସେମାନଙ୍କ ଦୈନିକ ଜୀବନରେ ସବୁ କିଛି ଭଲ ହେବ । ତେବେ କେଉଁ ରାଶିର ଲୋକଙ୍କୁ ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ଦୁର୍ଲଭ ସଂଯୋଗରେ ଫାଇଦା ହେବ ଜାଣନ୍ତୁ।

କନ୍ୟା ଓ ବୃଷ ରାଶି-

ଆସନ୍ତା କାଲି ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ଦୁର୍ଲଭ ସଂଯୋଗ ହେଉଛି। ଏଥିପାଇଁ କନ୍ୟା ଓ ବୃଷ ରାଶିର ଲୋକଙ୍କୁ ବେଶ ଫାଇଦା ହେବ। ଏହି ରାଶିର ଲୋକଙ୍କ ପାଇଁ କାଲିର ଦିନଟି ଅତ୍ୟନ୍ତ ଶୁଭ ହେବ। ଏମାନଙ୍କ ଜୀବନରେ ସଫଳତା ଲାଭ ହେବ। ହଠାତ୍‌ ଭାଗ୍ୟ ବଦଳିବାର ସମ୍ଭାବନା ରହିଛି। ଏମାନେ ଏକ ସୁଖମୟ ଜୀବନ ବିତାଇବେ। ଭଗବାନ ଶିବଙ୍କୁ ପୂଜା କଲେ ଖୁବ ଉତ୍ତମ ହେବ।

ଧନୁ ଓ କର୍କଟ ରାଶି-

ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ଦୁର୍ଲଭ ସଂଯୋଗ ହେଉଥିବା ଦିନ ଧନୁ ଓ କର୍କଟ ରାଶିର ଲୋକଙ୍କ ପାଇଁ ଶୁଭ ରହିବ । ଉଭୟ ରାଶିର ଲୋକଙ୍କର ସବୁ ସମସ୍ୟାର ସମାଧାନ ହେବ। ଏମାନଙ୍କ ମାନ ସମ୍ମାନରେ ବୃଦ୍ଧି ହେବ। ବ୍ୟବସାୟରେ ଅନେକ ସଫଳତା ମିଳିବ। ଜୀବନସାଥି ପାଇବା ମାମଲାରେ ଏହି ରାଶିର ଲୋକେ ଭାଗ୍ୟଶାଳୀ ହୋଇପାରନ୍ତି। ଭଗବାନ ମହାଦେବଙ୍କୁ ପୂଜାକଲେ ତାଙ୍କ କୃପା ସବୁବେଳେ ଜୀବନରେ ରହିବ।

ମକର ଓ ମେଷ ରାଶି-

ଆସନ୍ତାକାଲି ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ଦୁର୍ଲଭ ସଂଯୋଗ ହେବ। ସେଥିପାଇଁ ମକର ଓ ମେଷ ରାଶିର ଲୋକଙ୍କୁ ଅନେକ ଫାଇଦା ହେବ। ଉଭୟ ରାଶିର ଲୋକଙ୍କ ଭାଗ୍ୟ ବଦଳିଯିବ।   ଏହି ରାଶିର ଲୋକଙ୍କୁ ଅନେକ  ଫାଇଦା ହେବ । ଜୀବନରେ ସୁଖ ଓ ଶାନ୍ତି ବୃଦ୍ଧି ପାଇବ । ଆର୍ଥିକଭାବେ ଏହି ଲୋକଙ୍କର ଅନେକ ଫାଇଦା ହେବ । ଏମାନଙ୍କ ଘରେ ସମସ୍ତ ସମସ୍ୟା ଦୂର ହେବ ।

   Related Posts