ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ପୁରୀ ଜିଲ୍ଲାପାଳ, ରଖିଲେ ପରିକ୍ରମା ପ୍ରକଳ୍ପର ସମ୍ପୂର୍ଣ୍ଣ ତଥ୍ୟ
  • ||
  • ଆଜି ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ : ଅଖ ଚକ ଡେରା ନୀତି ସଂପନ୍ନ
  • ||
  • କୁତବ ମୀନାର ପରିସରରେ ଖନନ ସହ ଆଇକନୋଗ୍ରାଫି କରିବାକୁ ଏଏସ୍‌ଆଇକୁ ସଂସ୍କୃତି ମନ୍ତ୍ରାଳୟର ନିର୍ଦ୍ଦେଶ
  • ||
  • ସ୍ୱିଜରଲାଣ୍ଡରେ ବିଶ୍ୱ ଅର୍ଥନୈତିକ ମଞ୍ଚର ବାର୍ଷିକ ସମ୍ମିଳନୀ : ମହାମାରୀରୁ ମୁକ୍ତି ପାଇଁ ବାଟ ବାହାର କରିବେ ବିଶ୍ୱନେତା
  • ||
  • ମ୍ୟାଚ୍ ପୂର୍ବରୁ ରନ୍ ଅପ୍ ଯାଞ୍ଚ କଲେ ଅର୍ଜୁନ ତେନ୍ଦୁଲକର : କିନ୍ତୁ ଚୂଡାନ୍ତ ଏକାଦଶରେ ମିଳିଲାନି ଏଣ୍ଟ୍ରି
  • ||

ପ୍ରତିଦିନ ନଡ଼ିଆ ତେଲ ଲଗାଇଲେ ହେବ ଏହି ସବୁ ଫାଇଦା : ଜାଣିବା ପାଇଁ ପୂରା ପଢ଼ନ୍ତୁ

1/12/2018 at 4:25 PM

ନଡ଼ିଆ ତେଲ ପ୍ରତି ଘରେ ସହଜରେ ମିଳିଥାଏ। ଏହି ତେଲ ସାଧାରଣତଃ ଚୁଟିର ସ୍ବାସ୍ଥ୍ୟରକ୍ଷା ନିମନ୍ତେ କାମକୁ ଆସିଥାଏ। କିନ୍ତୁ ଆପଣ ଜାଣିଛନ୍ତି କି ନଡ଼ିଆ ତେଲ ଶରୀର ପାଇଁ ମଧ୍ୟ ଲାଭଦାୟକ । ଆମ ଶରୀରର ଅନେକ ସମସ୍ୟାରୁ ଆମେ ନଡ଼ିଆ ତେଲ ଦ୍ବାରା ମୁକ୍ତି ପାଇପାରିବା। ଆଜି ଆମେ ଶରୀରର ୨ଟି ଅଙ୍ଗ ବିଷୟରେ ଜାଣିବା ଯେଉଁଠାରେ ନଡ଼ିଆ ତେଲ ଲଗାଇଲେ

ପ୍ରତିଦିନ ରାତିରେ ଓଠରେ ନଡ଼ିଆ ତେଲ ଲଗାଇଲେ ଓଠ ନରମ ଏବଂ ମୁଲାୟମ ହୋଇଥାଏ । ଓଠ ଫାଟିବା ସମସ୍ୟା ମଧ୍ୟ ଦୂର ହୋଇଯାଇଥାଏ।

ରାତିରେ ଶୋଇବା ଆଗରୁ ତ୍ବଚାରେ ନଡ଼ିଆ ତେଲ ଲଗାଇଲେ ତ୍ବଚା ଜନିତ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିବ। ଆଖି ଚାରିପଟେ କଳାଦାଗ, ବ୍ରଣ ସମସ୍ୟା,ଚିହ୍ନ ଏବଂ କଳା ଦାଗ ଆଦି ସମସ୍ୟାରୁ ମଧ୍ୟ ନଡ଼ିଆ ତେଲ ଲଗାଇଲେ ମୁକ୍ତି ମିଳିବ।

   Related Posts