Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ୧୬ଟି ଜିଲ୍ଲାରେ ହେବ ଆରଟି ପିସିଆର ଲ୍ୟାବ୍, ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
  • ||
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ପରିବା ଝୁଡିରେ ଫସିଲା ନାଗସାପ- ଉଦ୍ଧାର କରି ଜଙ୍ଗଲରେ ଛଡାଗଲା, ଦେଖନ୍ତୁ ଭିଡିଓ

12/11/2019 at 6:06 PM

ଭୁବନେଶ୍ୱର ୧୨।୧୧ –  ପ୍ଲାଷ୍ଟିକ ପରିବା ଝୁଡିରେ ନାଗ ସାପ । ଏହି ଘଟଣା ରାଜଧାନୀ ଝାରପଡାରେ ଥିବା ପରିବା ହାଟରେ ଘଟିଛି । ଝାଡପଡା ପରିବା ହାଟରେ ଜଣେ ପରିବା ବିକାଳି ପରିବା ରଖିବା ପାଇଁ କ୍ରେଟ ଗୁଡିକୁ ସଜାଡ଼ିବା ବେଳେ ସାପ ର ଗର୍ଜନ ଶୁଣି ଚମକି ପଡିଥିଲେ । ଭଲକରି ଦେଖିବାରୁ ସବା ତଳ  କ୍ରେଟ ରେ ଏକ ବଡ଼ ନାଗ ସାପ ଫସି ଥିବାର ଦେଖିଥିଲେ ।

ପରିବା ଦୋକାନୀ ସ୍ନେକ ହେଲ୍ପ ଲାଇନ କୁ ସାହାଯ୍ୟ ପାଇଁ ଫୋନ କରିଥିଲେ । ସ୍ନେକ ହେଲ୍ପ ଲାଇନ ସଦସ୍ୟ ରାଜେଶ ସୁତାର ଘଟଣା ସ୍ଥଳରେ ପହଞ୍ଚି ଏକ ଛୁରୀ ସାହାଯ୍ୟରେ କ୍ରେଟ ର ପ୍ଲାଷ୍ଟିକ କୁ କାଟି ନାଗ ସାପ ଟିକୁ ଉଦ୍ଧାର କରିଥିଲେ । ସାପ ଟିକୁ ସହର ବାହାରେ ତାର ପ୍ରକୃତିକ ଆବାସ ସ୍ଥଳୀରେ ଛାଡି ଦିଆ ଯାଇଛି ।

 ସାପଟି ସମ୍ଭବତଃ ବେଙ୍ଗ କୁ ଖାଇବା ପାଇଁ ଯାଇ ପ୍ଲାଷ୍ଟିକ ପରିବା କ୍ରେଟରେ ମୁଣ୍ଡ ଗଳେଇ ଦେଇ ଫସିଯାଇଥିଲା ବୋଲି ଜଣାପଡିଛି

   Related Posts