ବେଙ୍ଗ ଗିଳିବାକୁ ଆସି ଧରାପଡିଲା ନାଗ ସାପ
15/11/2019 at 4:55 PM

ନୀଳଗିରି ୧୫।୧୧: ନୀଳଗିରି ବ୍ଲକ୍ ଅଧିନ ପୋଡାଶୂଳ ନିକଟ ବାଉଁଶପାଳ ଗ୍ରାମରୁ ଏକ ୪ ଫୁଟ ଲମ୍ବର ନାଗ ସାପ ବେଙ୍ଗ ଗିଳିବାକୁ ଆସି ଧରପଡିଛି । ଗ୍ରାମର କମଳାକାନ୍ତ ବିଶ୍ବାଳଙ୍କ ବାଡିରେ ଏକ ନାଗ ସାପ ଗର୍ଜନ କରୁଥିବା ସମୟରେ ପରିବାର ଲୋକ ଦେଖିବାକୁ ପାଇଥିଲେ।

ପରେ ଘାଟଘରସାହି ଅଂଚଳର ସାପ ବିଶେଷଜ୍ଞ ସୁଶାନ୍ତ ମହାପାତ୍ର ଯାଇ ଇଟାଭିତରେ ଲୁଚିରହିଥିବା ନାଗ ସାପଟିକୁ ଉଦ୍ଧାର କରିଥିଲେ । ପରେ ସାପଟି ଗିଳିଥିବା ବେଙ୍ଗକୁ ଓଗାଳି ପକାଇଥିବା ବେଳେ ସୁଶାନ୍ତ ସାପଟିକୁ ସ୍ଵର୍ଣ୍ଣଚୁଡ ସଂରକ୍ଷିତ ଜଙ୍ଗଲରେ ଛାଡିଦେଇଥିଲେ।
Related Posts
ସୋଆରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ
8 March 2021
ଜଙ୍ଗଲରେ ନିଆଁ ପାଇଁ ଅକଳରେ ବନବିଭାଗ, ଡକାଗଲା ଜରୁରୀ ବୈଠକ
8 March 2021