Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

ଖେଳିଲେ ନାଗନାଗୁଣୀ, ମହାଶିବରାତ୍ରୀ ତିଥିରେ ମହାବିନାୟକ ମନ୍ଦିର ପାଖରେ ଏହି ଦୃଶ୍ୟ ଦେଖି ଲାଗିଲା ଭିଡ

12/03/2021 at 12:58 PM

ଚଣ୍ଡିଖୋଲ ୧୨।୩: ପବିତ୍ର ମହାଶିବରାତ୍ରୀ ଅବସରରେ ଦେଖିବାକୁ ମିଳିଥିଲା ଏକ ବିରଳ ଦୃଶ୍ୟ । ଜାଗରରେ ନାଗନାଗୁଣୀ ଖେଳ ଦେଖିବାକୁ ମିଳିଥିଲା ।  

ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା ଚଣ୍ଡିଖୋଲ ମହାବିନାୟକ ମନ୍ଦିର ନିକଟରେ ଦୁଇଟି ନାଗନାଗୁଣୀ ଖେଳୁଥିବା ଦେଖିବାକୁ ମିଳିଥିଲା । କରୋନା କଟକଣା ପାଇଁ ମନ୍ଦିରରେ ୧୪୪ଧାରା ଜାରି ହୋଇଥିବା ବେଳେ ଏଭଳି ଦୃଶ୍ୟ ଦେଖି ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ନାଗ-ନାଗୁଣୀ ଦୁଇଟି ଏଭଳି ଦୀର୍ଘ ସମୟ ଖେଳୁଥିବା ଦେଖିବାକୁ ମିଳିଥିଲା ।

   Related Posts