ଅଜଗରକୁ ଗିଳିଲା ନାଗ ସାପ
7/12/2019 at 11:22 PM

କୋରାପୁଟ ୦୭।୧୨ – ଅଜଗରକୁ ଗିଳିଲା ନାଗ ସାପ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। କାରଣ ଆମେ ଶୁଣିଛେ ସାଧାରଣ ତ ଅଜଗର ଅନ୍ୟ ପ୍ରାଣୀ ମାନଙ୍କୁ ଗିଳିଥାଏ । କିନ୍ତୁ ଅଜଗରକୁ ନାଗ ଗିଳିବା ନିଶ୍ଚଯ ଆଶ୍ଚର୍ଯ୍ୟର କଥା । କୋରାପୁଟ ସ୍ଥିତ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ନିକଟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସ୍ଥାନୀୟ ଲୋକେ ନାଗ ଅଜଗରଙ୍କ ଏଭଳି ଦୃଶ୍ୟ କୁ ମୋବାଇଲରେ ସୁଟିଂ କରିଥିଲେ। ନାଗ ସାପ ସହ ଏହି ଛୁଆ ଅଜଗର ସାପର ପାଖା ପାଖି ୩୦ ମିନିଟ ଲଢେଇ ହୋଇଥିଲା। ଶେଷରେ ନାଗର ହିଁ ଜିତାପଟ ହୋଇଥିଲା
Related Posts
ପଥ ହୁଡୁଛି ବିକାଶ! ଏବେ ବି ସମସ୍ୟା ଘେରରେ ରାଇକଳାବାସୀ
21 January 2021
ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
21 January 2021
ଜି.ଉଦୟଗିରି: ମିନି ବସରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା
21 January 2021