ନାଗ-ନାଗୁଣୀଙ୍କ ମହାମିଳନ, ଦେଖନ୍ତୁ ଏହି ଦୃଶ୍ୟ

Published By : Prameya-News7 Bureau | July 17, 2020 IST

ଟାଙ୍ଗୀ୧୭/୭: ନାଗ-ନାଗୁଣୀଙ୍କ ମହାମିଳନ। ଖୋର୍ଦ୍ଧା ଜିଲ୍ଲା କାଳୁପଡାଘାଟ ରେଳ ଷ୍ଟେସନ ନିକଟରେ ବୁଦୁବୁଦିଆ ଜଙ୍ଗଲିଆ ସ୍ଥାନରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଯେଉଁଠି ବିଭିନ୍ନ ସରିସୃପ ବସବାସ କରନ୍ତି । ଠିକ୍ ସେହି ସ୍ଥାନରେ ହଠାତ୍ ୨ଟି ସାପର ଶବ୍ଦ ଶୁଣି ରାସ୍ତାରେ ଯାଉଥିବା ପଥିକ ଅଟକି ଯାଇଥିଲେ। ନାଗ-ନାଗୁଣୀଙ୍କ ମହା ମିଳନର ଦୃଶ୍ୟକୁ ଦେଖି ସେମାନେ ଉପଭୋଗ କରୁଥିଲେ।ଏହି ଦୃଶ୍ୟକୁ ଦେଖି ସମସ୍ତେ ଉପଭୋଗ କରୁଥିଲେ... ଦେଖନ୍ତୁ

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.