Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||

ନାଗ-ନାଗୁଣୀଙ୍କ ମହାମିଳନ, ଦେଖନ୍ତୁ ଏହି ଦୃଶ୍ୟ

17/07/2020 at 9:27 AM

ଟାଙ୍ଗୀ୧୭/୭: ନାଗ-ନାଗୁଣୀଙ୍କ ମହାମିଳନ। ଖୋର୍ଦ୍ଧା ଜିଲ୍ଲା କାଳୁପଡାଘାଟ ରେଳ ଷ୍ଟେସନ ନିକଟରେ ବୁଦୁବୁଦିଆ ଜଙ୍ଗଲିଆ ସ୍ଥାନରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଯେଉଁଠି ବିଭିନ୍ନ ସରିସୃପ ବସବାସ କରନ୍ତି । ଠିକ୍ ସେହି ସ୍ଥାନରେ ହଠାତ୍ ୨ଟି ସାପର ଶବ୍ଦ ଶୁଣି ରାସ୍ତାରେ ଯାଉଥିବା ପଥିକ ଅଟକି ଯାଇଥିଲେ। ନାଗ-ନାଗୁଣୀଙ୍କ ମହା ମିଳନର ଦୃଶ୍ୟକୁ ଦେଖି ସେମାନେ ଉପଭୋଗ କରୁଥିଲେ।ଏହି ଦୃଶ୍ୟକୁ ଦେଖି ସମସ୍ତେ ଉପଭୋଗ କରୁଥିଲେ… ଦେଖନ୍ତୁ

   Related Posts