Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଚୋରା କୋଇଲା ଗାଡି ଜବତ, ଡ୍ରାଇଭର ଫେରାର

12/02/2020 at 3:06 PM

ଚାନ୍ଦବାଲି ୧୨।୦୨: ରେଳପଥରୁ କୋଇଲା ଚୋରା ଚାଲାଣ ବେଳେ ଧରିଲା ବନ ବିଭାଗ । ଚାନ୍ଦବାଲି ବନବିଭାଗ ପକ୍ଷରୁ ପୋଟ୍ରୋଲିଂ ସମୟରେ କୋଇଲା ଜବତ । ପିକ୍‌ ଅପ୍‌ ଭ୍ୟାନ୍ ସହ କୋଇଲା ଜବତ କରିଥିବା ବେଳେ ଡ୍ରାଇଭର ଫେରାର ହୋଇଥିବାର ସୂଚନା ମିଳିଛି ।  ଘଟଣା ସମ୍ପର୍କରେ  DFO ଜିଲ୍ଲା ପୋଲିସ ଆରକ୍ଷୀଙ୍କୁ ଜଣାଇବା ପରେ ଜବତ ଭ୍ୟାନଟିକୁ ଚାନ୍ଦବାଲି ଥାନାକୁ ହସ୍ତାନ୍ତର କରା ଯାଇଛି  l

   Related Posts