ଚୋରା କୋଇଲା ଗାଡି ଜବତ, ଡ୍ରାଇଭର ଫେରାର
12/02/2020 at 3:06 PM

ଚାନ୍ଦବାଲି ୧୨।୦୨: ରେଳପଥରୁ କୋଇଲା ଚୋରା ଚାଲାଣ ବେଳେ ଧରିଲା ବନ ବିଭାଗ । ଚାନ୍ଦବାଲି ବନବିଭାଗ ପକ୍ଷରୁ ପୋଟ୍ରୋଲିଂ ସମୟରେ କୋଇଲା ଜବତ । ପିକ୍ ଅପ୍ ଭ୍ୟାନ୍ ସହ କୋଇଲା ଜବତ କରିଥିବା ବେଳେ ଡ୍ରାଇଭର ଫେରାର ହୋଇଥିବାର ସୂଚନା ମିଳିଛି । ଘଟଣା ସମ୍ପର୍କରେ DFO ଜିଲ୍ଲା ପୋଲିସ ଆରକ୍ଷୀଙ୍କୁ ଜଣାଇବା ପରେ ଜବତ ଭ୍ୟାନଟିକୁ ଚାନ୍ଦବାଲି ଥାନାକୁ ହସ୍ତାନ୍ତର କରା ଯାଇଛି l
Related Posts
ଏମିତି ବି ଆସେ ମୃତ୍ୟୁ ! ଭଜନ ଗାଉଥିବା ବେଳେ ଚାଲିଗଲା ଜୀବନ….
16 January 2021