Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

‘ରାଜ୍ୟର ଶିଳ୍ପଗୁଡ଼ିକୁ ଏମସିଏଲ୍‌ କୋଇଲା ଖଣିରୁ ଉତ୍ପାଦିତ କୋଇଲା ଯୋଗାଇ ଦିଆଯାଉ’

17/10/2021 at 8:20 PM

ଝାରସୁଗୁଡ଼ା ୧୭/୧୦: ଦେଶରେ କୋଇଲା ସଂକଟ ଦେଖାଦେଇଥିବା ବେଳେ ଶକ୍ତି ଉତ୍ପାଦନ ହ୍ରାସ ପାଇଥିବାରୁ ଚିନ୍ତା ପ୍ରକଟ କରିଛି ଝାରସୁଗୁଡା ଚାମ୍ବର ଅଫ କମର୍ସ। କେନ୍ଦ୍ର ସରକାରଙ୍କ ଶକ୍ତି ପ୍ରକଳ୍ପ ବ୍ୟତୀତ ଅନ୍ୟ ପ୍ରକଳ୍ପକୁ କୋଇଲା ଯୋଗାଣନ କରିବାକୁ ରହିଥିବା କଟକଣା କାରଣରୁ ଓଡ଼ିଶାରେ ଅନେକ ଶିଳ୍ପ ବନ୍ଦ ହେବା ଆଶଙ୍କା ଦେଖାଦେଇଛି। ତେଣୁ ରାଜ୍ୟରେ ରହିଥିବା ଏମସିଏଲ କୋଇଲା ଖଣିରୁ ଉତ୍ପାଦିତ କୋଇଲା ରାଜ୍ୟର ଶିଳ୍ପଗୁଡିକୁ ଯୋଗାଇ ଦେବାକୁ ଦାବି କରିଛି ଝାରସୁଗୁଡା ଚାମ୍ବର ଅଫ କମର୍ସ।

ଆଜି ଝାରସୁଗୁଡାରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟରେ ବାର୍ଷିକ ୮୫ ମିଲିୟନ ଟନ୍‌ କୋଇଲାର ଆବଶ୍ୟକତା ଥିବା ବେଳେ ଏମସିଏଲ ଉତ୍ପାଦନ କରୁଛି ୧୪୪ ମିଲିୟନ ଟନ କୋଇଲା। ତେଣୁ ରାଜ୍ୟର କୋଇଲା ପ୍ରଥମେ ରାଜ୍ୟର ଶିଳ୍ପକୁ ଦିଆଯିବା ଉଚିତ।

ଏହା ସହ କୋଇଲା ଅଭାବରୁ ଶିଳ୍ପ ବନ୍ଦ ହେଲେ ଝାରସୁଗୁଡା ଭଳି ସହରର ବ୍ୟବସାୟୀ ମାନେ ଅଧିକ କ୍ଷତିଗ୍ରସ୍ତ ହେବେ ବୋଲି ଚାମ୍ବର ଅଫ କମର୍ସ ପକ୍ଷରୁ କୁହାଯାଇଛି। ଏହା ବ୍ୟତୀତ ଆବଶ୍ୟକ ହେଲେ ବ୍ୟବସାୟୀମାନେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବେ ବୋଲି ଘୋଷଣା କରିଛି ଝାରସୁଗୁଡ଼ା ଚାମ୍ବର କମର୍ସ।   

   Related Posts