ଅନୁଗୋଳ: ବଢ଼ୁଛି ଚୋରା କୋଇଲା ବେପାର, ୭ ଗିରଫ

Published By : Prameya-News7 Bureau | November 29, 2020 IST

ଅନୁଗୋଳ୨୯/୧୧: ବଢୁଛି ଚୋରା କୋଇଲା ବେପାର। ସମଲ ଗେଟ ନିକଟରୁ ୨ଟି ଚୋରା କୋଇଲା ବୋଝେଇ ଟ୍ରକକୁ ଜବତ କରିଛି ପୋଲିସ। ଏହାସହ ୭ ଜଣ ଗିରଫ ହୋଇଛନ୍ତି।

{"id":369767,"sizeSlug":"large"}

ଅନୁଗୋଳ ପୋଲିସର ସ୍ପେଶାଲ ସ୍କ୍ବାର୍ଡ ଏବଂ ସମଲ ପୋଲିସ ମିଳିତ ଭାବେ ଚଢ଼ାଉ କରି ୨ଟି ଟ୍ରକରେ ଭର୍ତ୍ତି ଚୋରା କୋଇଲା ଜବତ ହୋଇଛି।

{"id":369768,"sizeSlug":"large"}

ଏଥିସହ ଏକ ବୋଲେରୋ, ଏକ ମାରୁତି ସୁଇଫ୍ଟ କାର ଏବଂ ଗୋଟିଏ ମଟର ସାଇକେଲ ମଧ୍ୟ ଜବତ କରିଛି ପୋଲିସ୍।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.