ଏନସିସି କ୍ୟାଡେଟଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

Published By : Prameya-News7 Bureau | February 03, 2020 IST

ନୂଆଦିଲ୍ଲୀ୩/୨: ଦିଲ୍ଲୀରେ ଗଣତନ୍ତ୍ର ଦିବସ ପରେଡ୍‌ରେ ଓଡ଼ିଶାରୁ ଭାଗ ନେଇଥିବା ଏନସିସି କ୍ୟାଡେଟଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା | ଆଜି ଲୋକସେବା ଭବନରେ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଜିତିଥିବା ଟ୍ରଫି ଓ ମେଡାଲ ଦେଖାଇଥିଲେ | ୧୭ ବର୍ଷ ପରେ ଏଥର ଓଡିଶା DG RVS Best Show Jumper ଜିତିଛି |

{"id":219742,"sizeSlug":"large"}

ଏହା ବ୍ୟତୀତ Best Rider Girls ଟ୍ରଫି ମଧ୍ୟ ଓଡ଼ିଶା ହାତେଇଛି | ଏଥର ୭୯ ଜଣ ବାଳକ ୩୭ ବାଳିକାଙ୍କୁ ନେଇ ଓଡ଼ିଶାର ଏନସିସି କ୍ୟାଡେଟ୍ ଦିଲ୍ଲୀରେ ଗଣତନ୍ତ୍ର ଦିବସ ପରେଡ୍‌ରେ ଭାଗ ନେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.