Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ବଢୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୪୪ ହଜାରରୁ ଅଧିକ କରୋନା ପଜିଟିଭ୍
  • ||
  • ପ୍ରଥମେ ନିଶା ଦେଉଥିଲେ, ପରେ ଯୁବତୀଙ୍କୁ ଦେହ ବ୍ୟବସାୟରେ ଲଗାଉଥିଲେ : ୨ ଜଣଙ୍କୁ ଗିରଫ କଲା ଏନସିବି
  • ||
  • ଜନସେବା କେନ୍ଦ୍ର ସିଲ୍, ଗରିବ ଲୋକଙ୍କୁ ନକଲି ପ୍ରମାଣପତ୍ର ଦେଇ ଠକୁଥିଲେ ଯୁବକ
  • ||
  • କମିଲା ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୫୫୮ କରୋନା ପଜିଟିଭ୍
  • ||
  • ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ : କାଦୁଅ ରାସ୍ତାରେ ପ୍ରସବ କଲେ ମହିଳା
  • ||
  • ବାଘମାରୀ ବଜାରରେ ଗୁଳିମାଡ, ବ୍ୟବସାୟୀଙ୍କଠୁ ଲୁଟିଲେ ୫୦ ହଜାର ଟଙ୍କା
  • ||
  • ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା, ୫୦୪ ସେଣ୍ଟରରେ ପରୀକ୍ଷା ଦେବେ ୧୫ହଜାରରୁ ଅଧିକ ଛାତ୍ରଛାତ୍ରୀ
  • ||

କୁଆଡେ ଗଲା ରତ୍ନ ଭଣ୍ଡାର ଚାବି ? ଶ୍ରୀମନ୍ଦିର ପ୍ରଶାସନ ଜାରି କଲା ପ୍ରେସ ରିଲିଜ

5/06/2018 at 6:51 AM

କୁଆଡ଼େ ଗଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି, ଏନେଇ ଆରମ୍ଭ ହୋଇଛି ସରକାରୀ ତନାଘନା । ଚାବି ଗାଏବ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚାବିକୁ ନେଇ ରାଜନୈତିକ ହଟଚମଟ ଥିବା ବେଳେ ଦଇତାପତି ନିଯୋଗ ସଭାପତି ଗଜପତିଙ୍କୁ ଟାର୍ଗେଟ୍ କରିଛନ୍ତି । ଏସବୁ ଭିତରେ ଶ୍ରୀମନ୍ଦିର ପ୍ରଶାସନ ଏକ ପ୍ରେସ୍ ରିଲିଜ୍ ମାଧ୍ୟମରେ ଜନସାଧାରଣଙ୍କୁ ବିଭ୍ରାନ୍ତ ନହେବା ପାଇଁ ଅନୁରୋଧ କରିଛି । ପ୍ରେସ୍ ରଲିଜ୍ ରେ କୁହାଯାଇଛି ଯେ ମହାପ୍ରଭୁଙ୍କ ସମସ୍ତ ଅଳଙ୍କାର ରତ୍ନ ଭଣ୍ଡାରରେ ସୁଦୃଢ଼ ସଂରକ୍ଷଣ ବ୍ୟବସ୍ଥା ମଧ୍ୟରେ ଅଛି ।

Leave a Reply

   Related Posts