ବହୁ ପ୍ରତିକ୍ଷିତ ଗୁରୁପ୍ରିୟା ସେତୁ ଉଦଘାଟିତ

Published By : Prameya-News7 Bureau | July 26, 2018 IST

ବହୁ ପ୍ରତିକ୍ଷିତ ଗୁରୁପ୍ରିୟା ସେତୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ମାଲକାନଗିରି ଜିଲ୍ଲାର ୯ଟି ପଂଚାୟତର ୧୫୧ ଟି ଗାଁ ପାଇଁ ଲାଇଫ ଲାଇନ ଗୁରୁପ୍ରିୟା ସେତୁ ଆଜିଠୁ ସର୍ବ ସାଧାରଣଙ୍କ ପାଇଁ ଖୋଲିଛି | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭ ଉଦଘାଟନ କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.