ଆମ ମୁଖ୍ୟମନ୍ତ୍ରୀ ଆମ କଥା କାର୍ଯ୍ୟକ୍ରମରେ ରକ୍ତଦାନ କରିବାକୁ ଯୁବପିଢୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

Published By : Prameya-News7 Bureau | July 12, 2018 IST

ରକ୍ତ ଦାନ ମହା ପୁଣ୍ୟ | ଆମ ମୁଖ୍ୟମନ୍ତ୍ରୀ ଆମ କଥା କାର୍ଯ୍ୟକ୍ରମରେ ରକ୍ତ ଦାନ ସଚେତନତାର ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ | ରକ୍ତଦାନ କରିବାକୁ ଯୁବପୀଢିଙ୍କୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ | ୧୮ ରୁ ୬୫ ବର୍ଷ ମଧ୍ୟରେ ସୁସ୍ଥ ଲୋକ ରକ୍ତ ଦାନ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.