ଦଳୀୟ ବିଧାୟକଙ୍କ ପ୍ରଦର୍ଶନ ଜଗିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
13/11/2019 at 11:17 AM

ଭୁବନେଶ୍ବର ୧୩।୧୧: ଆରମ୍ଭ ହୋଇଛି ବିଧାନସଭା ଶୀତ ଅଧିବେଶନ । ଅଧିବେଶନ ନେଇ ବିଜେପି ବିଧାୟକଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୃହରେ ସବୁ ବିଜେଡି ସଭ୍ୟ ଉପସ୍ଥିତ ରହିବାକୁ ପରାମର୍ଶ ଦେଇଛନ୍ତି । ସବୁ ବିଧାୟକଙ୍କୁ ବିତର୍କରେ ଭାଗ ନେବାକୁ ପରାମର୍ଶ ଦେଇଛନ୍ତି ନବୀନ । ୨ ରୁ ଅଧିକ ଦିନ ଛୁଟିରେ ରହିଲେ ତାଙ୍କଠାରୁ ଅନୁମତି ନେବେ ବୋଲି ନବୀନ କହିଛନ୍ତି । ପ୍ରତିଦିନ ସଭ୍ୟଙ୍କ ଉପସ୍ଥିତି ନେଇ ଚିଫ୍ ହ୍ବିପ୍ ଅବଗତ କରାଇବେ । ନୂଆ ବିଧାୟକଙ୍କ ପ୍ରଦର୍ଶନ ଉପରେ ସେ ନଜର ରଖିଛନ୍ତି ।
Related Posts
୧୦ ବରିଷ୍ଠ ଅଧିକାରୀଙ୍କୁ ୧୦ ଜିଲ୍ଲା ଦାୟିତ୍ବ
2 March 2021
ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ ଜବତ, ୪୦ରୁ ଅଧିକ ଗାଈ ଉଦ୍ଧାର
2 March 2021