ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
16/01/2020 at 9:35 AM

ଭୁବନେଶ୍ବର ୧୬।୧: ଆଜି ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସକାଳ ୧୧ଟା ୪୫ମିନିଟରେ ପୁରୀରେ ପହଞ୍ଚିବା ପରେ ପ୍ରଥମେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ । ମନ୍ଦିର ଭିତରେ ପ୍ରାୟ ୨୦ରୁ ୩୦ ମିନିଟ୍ ରହିବା ପରେ ମ୍ୟୁନିସିପାଲିଟି ମାର୍କେଟ ଗ୍ରାଉଣ୍ଡକୁ ଯାଇ ସେଠାରେ ପୁରୀରେ କିଛି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ସେଠାରୁ ତାଳବଣିଆ ହେଲିପ୍ୟାଡକୁ ଆସି ପୁଣି ଥରେ ଭୁବନେଶ୍ବର ଫେରି ଆସିବେ ମୁଖ୍ୟମନ୍ତ୍ରୀ ।
Related Posts
ଚଣ୍ଡିଖୋଲ: ରମ୍ଭାଦେଇପୁର ଘାଇ ପରିଦର୍ଶନ କଲେ ଭିଜିଲାନ୍ସ ଟିମ୍
22 January 2021
ତେନ୍ତୁଳି ଗଛରେ ବସିଛି ଭାଲୁ, ଗାଁରେ ପଡିଗଲାଣି ଭାଳେଣି
22 January 2021