ଆଜି ଦିନିକିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
18/09/2019 at 9:24 AM

ଭୁବନେଶ୍ବର ୧୮।୯: ଆଜି ଦିନିକିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଲ୍ଲୀର ଓଡିଶା ଭବନରେ ପହଞ୍ଚି ସେ କେନ୍ଦ୍ର ସରକାରଙ୍କ ନିକଟରେ ରାଜ୍ୟର ପଡି ରହିଥିବା ବିଭିନ୍ନ କାମର ସମୀକ୍ଷା କରିବେ । ଏହି ଗସ୍ତବେଳେ ନବୀନ କିଛି କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବାର ଯୋଜନା ରହିଛି । ସନ୍ଧ୍ୟା ୫ ଟା ୩୦ରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଟଙ୍କା ପ୍ରଦାନ କରିବେ ଏମ୍ସର ନିର୍ଦ୍ଦେଶକ । ଗୁରବାର ସକାଳେ ଓଡିଶା ଫେରି ଆସିବେ ମୁଖ୍ୟମନ୍ତ୍ରୀ ।
Related Posts
ତେନ୍ତୁଳି ଗଛରେ ବସିଛି ଭାଲୁ, ଗାଁରେ ପଡିଗଲାଣି ଭାଳେଣି
22 January 2021
ଅନୁଗୋଳ: ଟ୍ରେନ୍ ଲାଇନ୍ରେ ଧାରଣାରେ ବସିଲେ ବସ ମାଲିକ ସଂଘ
22 January 2021
କଳାହାଣ୍ଡି: ଜଙ୍ଗଲରୁ କାଠ ଚାଲାଣ କରି ହଟହଟା ହେଲେ ବନ କର୍ମଚାରୀ
22 January 2021