ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଝାରସୁଗୁଡା ଗସ୍ତ ; ୨୦ଟି ପ୍ରକଳ୍ପର କଲେ ଶିଳାନ୍ୟାସ ଓ ଉଦ୍ଘାଟନ
21/12/2018 at 4:45 PM

ଝାରସୁଗୁଡା ୨୧|୧୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ଝାରସୁଗୁଡା ଗସ୍ତରେ ଯାଇ ୨୦ଟି ପ୍ରକଳ୍ପର କଲେ ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ଏହିସବୁ ପ୍ରକଳ୍ପ ପାଇଁ ୪୬୧କୋଟି ଟଙ୍କା ଖର୍ଚ୍ଚ ହେବ । ଆତ୍ମୋତ୍ସର୍ଗ ଦିବସ ଅବସରରେ ସହିଦ କରୁଣାକର ସିଂଙ୍କୁ ସ୍ବାଧିନତା ସଂଗ୍ରାମୀର ମାନ୍ୟତା ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । କରୁଣାକର ସିଂଙ୍କର ସ୍ମୃତିରକ୍ଷା ପାଇଁ ୫୦ ଲକ୍ଷ ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ସରକାରୀ ଗସ୍ତରେ ସହିଦ ସ୍ବାଧିନତା ସଂଗ୍ରାମୀଙ୍କ ଜନ୍ମ ଏବଂ ତିରୋଧାନ ଦିବସ ପାଳନ କରାଯିବ ।
Related Posts
ଆଜି ରାଜ୍ୟ କ୍ୟାବିନେଟ୍ : ୧୧ ପ୍ରସ୍ତାବରେ ବାଜିପାରେ ମୋହର
12 April 2021