କନ୍ଧମାଳ ଚାଷୀ ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ; କାଳିଆ ହିତାଧିକାରୀଙ୍କୁ ପ୍ରଦାନ କଲେ ସହାୟତା

Published By : Prameya-News7 Bureau | March 09, 2019 IST

କ.ନୂଆଗାଁ ୯|୩ : କନ୍ଧମାଳ ଚାଷୀ ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଘୋଷଣା । କ.ନୂଆଗାଁ ବ୍ଲକର ମାହାସିଙ୍ଗ ପଂଚାୟତରେ ଆୟୋଜିତ ଚାଷୀ ସମାବେଶରେ ଯୋଗ ଦେଇ କାଳିଆ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରିଛନ୍ତି ନବୀନ ।

{"id":91975}

କନ୍ଧମାଳ କାଳିଆ ମହାସମାବେଶରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଗରିବ ଚାଷୀ ଓ ଗରିବ ଲୋକଙ୍କୁ ସହ ମୁଁ ଅଛି’ । ‘କନ୍ଧମାଳ ଜିଲ୍ଲାର ଉନ୍ନତି ପାଇଁ ସରକାର ସଂକଳ୍ପବଦ୍ଧ’ । ଭୂମିହୀନ ଓ ଗରିବ ଚାଷୀଙ୍କୁ କାଳିଆ ସହାୟତା ମିଳୁଥିବା ନବୀନ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.