କାଲିମେଳାରେ ନିର୍ବାଚନୀ ସଭାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କହିଲେ ‘ମୁଁ ଆପଣଙ୍କ ସହ ଅଛି ଓ ରହିବି’

Published By : Prameya-News7 Bureau | April 05, 2019 IST

କାଲିମେଳା ୫|୪ : ମାଲକାନଗିରି କାଲିମେଳାରେ ନିର୍ବାଚନୀ ସଭାରେ ଯୋଗଦେଇ କେନ୍ଦ୍ରକୁ ଟାର୍ଗେଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶାକୁ ଅଣଦେଖା ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି ନବୀନ ।

ବିରୋଧୀ ଦଳର ନେତାମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଓଡିଶାରେ ବନ୍ୟା, ବାତ୍ୟା ବେଳେ ବିରୋଧୀଙ୍କର ଦେଖା ନଥିଲା ବୋଲି ନବୀନ କହିଛନ୍ତି । ମୁଁ ଆପଣଙ୍କ ସହ ଅଛି ଓ ରହିବି ବୋଲି ନବୀନ ପଟ୍ଟନାୟକ କହିଛନ୍ତି । କେବିକେ ଯୋଜନା ବନ୍ଦ ନେଇ ଅଭିଯୋଗ ଆଣିଛନ୍ତି ନବୀନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.