ବିଜେଡିର ମିଶନ ଉତ୍ତର ଓଡିଶା : ରାଇରଙ୍ଗପୁରରେ ୪୫ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ କରିଛନ୍ତି ନବୀନ

Published By : Prameya-News7 Bureau | February 03, 2019 IST

ରାଇରଙ୍ଗପୁର ୩/୨ : ନବୀନଙ୍କ ମିଶନ ଉତ୍ତର ଓଡିଶା | ରାଇରଙ୍ଗପୁର ମିଶନ ଶକ୍ତି ସମାବେଶରେ ଯୋଗ ଦେଇ ରାଇରଙ୍ଗପୁରବାସୀଙ୍କୁ ୩ଟି ବଡ ଉପହାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |

{"id":81360}

ନୂଆ ହସ୍ପିଟାଲ, ଷ୍ଟାଡିୟମ ଏବଂ ଅତିରିକ୍ତ ଜିଲ୍ଲାପାଳ ନିଯୁକ୍ତି ନେଇ ଘୋଷଣା କରିଛନ୍ତି ନବୀନ | ମିଶନ ଶକ୍ତି ସମାବେଶରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ୪୫ କୋଟି ଟଙ୍କା ମୂଲ୍ୟର ୨୧ ଟି ଉନ୍ନୟନ ମୂଳକ ପ୍ରକଳ୍ପ ଉଦଘାଟନ କରିଛନ୍ତି | ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ମିଶନ ଶକ୍ତି ଯୋଜନାରେ ୧୬ କୋଟି ଟଙ୍କାର ବିଭିନ୍ନ ସହାୟତା ପ୍ରଦାନ କରିଛନ୍ତି |

{"id":81361}

ଏଥିସହ ପିପିପି ମୋଟରେ ରାଇରଙ୍ଗପୁର ଡାକ୍ତରଖାନାକୁ ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା କରିବାକୁ ଘୋଷଣା କରିଛନ୍ତି ନବୀନ |
ରାଇରଙ୍ଗପୁରରେ କ୍ରୀଡାର ବିକାଶ ପାଇଁ ଷ୍ଟାଡିୟମ ନିର୍ମାଣ କରାଯିବ ବୋଲି କହିଥିଲେ ନବୀନ |

{"id":81362}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.