ମୋ ସରକାର ଯୋଜନା ଆରମ୍ଭ ହେବା ପରେ ୧୨୦ ଜଣ ସାଧାରଣ ଲୋକଙ୍କ ସହ କଥା ହେଲେଣି ମୁଖ୍ୟମନ୍ତ୍ରୀ
14/10/2019 at 11:07 PM

ଭୁବନେଶ୍ୱର – ମୋ ସରକାର ଯୋଜନା ଆରମ୍ଭ ହେବାପରେ ମୁଖ୍ୟନ୍ତ୍ରୀ ନବୀନ ପଟ୍ଟନାୟକ ୧୨୦ ଜଣ ଲୋକଙ୍କ ସହ କଥା ହେଲେଣି । ରାଜ୍ୟର ବରିଷ୍ଠ ଅଧିକାରୀମାନେ ଏବେ ମୋ ସରକାର ଯୋଜନାର କାର୍ଯ୍ୟକାରିତା ବିଷୟରେ ରାଜ୍ୟସାରା ବୁଲି ଯାଞ୍ଚ କରୁଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।
ଥାନା ଓ ଡାକ୍ତରଖାନାରେ ଲୋକ ଅସୁବିଧାର ସମ୍ମୁଖୀନ ନ ହୁଅନ୍ତୁ ସେଥିପ୍ରତି ଦୃଷ୍ଟି ଦିଆଯାଉଛି। ସାଧାରଣ ଲୋକଙ୍କ ସହ ଆଲୋଚନା କରିଛି । ୧୨୦ ଜଣଙ୍କ ଉତ୍ତର ସନ୍ତୋଷଜନକ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।
Related Posts
କରୋନାରେ ଆକ୍ରାନ୍ତ ହେଲେ ପୂର୍ବତନ ବିଧାୟକ, ହସ୍ପିଟାଲରେ ଭର୍ତ୍ତି
20 April 2021