‘ମୋ ସରକାର’ରେ ଆଉ ୬ଟି ମେଡିକାଲକୁ ସହାୟତା ଘୋଷଣା
7/12/2019 at 3:05 PM

ଭୁବନେଶ୍ବର ୭।୧୨: ରାଜ୍ୟରେ ଆଉ ୬ଟି ମେଡିକାଲକୁ ସହାୟତା ଘୋଷଣା । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୧୫ ଲକ୍ଷ ଲେଖାଏଁ ସହାୟତା ଘୋଷଣା । ସମ୍ବଲପୁର, ଦେବଗଡ, ଅନୁଗୋଳ, କେନ୍ଦ୍ରାପଡା, ସୋନପୁର, ବଲାଙ୍ଗୀର ମେଡିକାଲକୁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ୬ଟି ଜିଲ୍ଲାର ଏସପିଙ୍କୁ ରକ୍ତଦାନ ପାଇଁ ୧୦ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଛି ।