ଛୋଟ ପିଲାଙ୍କ ସହ ଦୀପାବଳି ପାଳନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Published By : Prameya-News7 Bureau | October 27, 2019 IST

ଭୁବନେଶ୍ୱର ୨୭।୧୦   ଭୁବନେଶ୍ବର ଏସଓଏସ ଭିଲେଜରେ ଦୀପାବଳି ପାଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପିଲାମାନଙ୍କ ଗହଣରେ ହାତରେ ଝୁରଝୁରି ବାଣ ଧରି ନବୀନ ଦୀପାବଳି ପାଳନ କରିଥିଲେ।

 ଛୋଟଛୋଟ ପିଲାମାନଙ୍କ ସହ ନବୀନ କଥା ହେବାସହ ସେମାନଙ୍କୁ ଉପହାର ମଧ୍ୟ ଦେଇଥିଲେ ।ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଲୋକମାନଙ୍କୁ  ଦୀପାବଳିର ଶୁଭେଚ୍ଛା ଜଣାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.