Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରୋହିତ ପୂଜାରୀ ହେଲେ ବିଧାନସଭା ଉପ ମୁଖ୍ୟ ସଚେତକ

ଭୁବନେଶ୍ବର ୨୩।୯: ବିଧାନସଭା ଉପ ମୁଖ୍ୟ ସଚେତକ ଭାବେ ରୋହିତ ପୂଜାରୀଙ୍କୁ ନିଯୁକ୍ତି ମିଳିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରୋହିତ ପୂଜାରୀଙ୍କୁ ସରକାରୀ ଦଳ ଉପ ମୁଖ୍ୟ ସେଚେତକ ଭାବେ ନିଯୁକ୍ତି ଦେଇଛନ୍ତି । ପୂର୍ବରୁ ପ୍ରଣବ ବଳବନ୍ତରାୟ ଉପ ମୁଖ୍ୟ ସେଚେତକ ଥିଲେ । ତାଙ୍କ ସ୍ଥାନରେ ରୋହିତ ପୂଜାରୀଙ୍କୁ ନିଯୁକ୍ତି ମିଳିଛି । ରୋହିତ ପୂଜାରୀ ହେଉଛନ୍ତି ରେଢାଖୋଲର ବିଧାୟକ ।

174 Views

   ସମ୍ବନ୍ଧିତ ଖବର