ଲିଙ୍ଗରାଜ ମନ୍ଦିର ପାଇଁ ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
27/01/2020 at 7:38 PM

ଭୁବନେଶ୍ବର୨୭/୧: ଲିଙ୍ଗରାଜ ମନ୍ଦିର ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍ ଘୋଷଣା । ଏକାମ୍ର ବିସ୍ଥାପିତ ଲୋକଙ୍କୁ ଥଇଥାନ ଓ ସହୟତା ବ୍ୟବସ୍ଥା କରାଯିବ। ବିସ୍ଥାପିତ ଲୋକଙ୍କୁ ବର୍ଷେ ଯାଏଁ ମିଳିବ ଘରଭଡ଼ା। ତାଲିକାଭୁକ୍ତ ଉଠା ଦୋକାନୀଙ୍କୁ ମିଳିବ ୩୦ ହଜାର ଟଙ୍କା। ମାସିକ ୧୫ ହଜାର ଲେଖାଏଁ ମିଳିବ ଘର ଭଡ଼ା। ଅଧିଗୃହିତ ଜମି ଲିଙ୍ଗରାଜଙ୍କ ନାଁରେ ରେକର୍ଡ କରାଯିବ। ଦୋକାନୀ ମାଲିକଙ୍କୁ ମିଳିବ ଏକ ଲକ୍ଷ ଟଙ୍କା। ବିସ୍ଥାପିତ ପରିବାରକୁ ୧ ଲକ୍ଷ ଟଙ୍କା ପରିବହନ ସହୟତା ମିଳିବ।
Related Posts
ନିର୍ମାଣଧୀନ ପୋଲରୁ ଧସିଲା ମାଟି ଅତଡା : ଜଣେ ଶ୍ରମିକ ମୃତ, ୩ ଗୁରୁତର
28 January 2021
ଗଞ୍ଜେଇ ଭର୍ତ୍ତି ପିକଅପ୍ ଭ୍ୟାନ୍ ଜବତ, ଗାଡି ଛାଡି ଡ୍ରାଇଭର ଫେରାର
28 January 2021