ଦୀପାବଳିରେ ନିଆଁ ଲାଗି ଜଳିଗଲା କପଡା ଗୋଦାମ
27/10/2019 at 9:27 PM

ଭୁବନ ୨୭। ୧୦ – ଭୁବନରେ ଥିବା ଏକ କପଡା ଗୋଦାମରେ ଦୀପାବଳି ଅବସରରେ ନିଆଁ ଲାଗିଯାଇଛି । ଅତି ଅଳ୍ପ ସମୟ ଭିତରେ କପଡା ଗୋଦାମରେ ନିଆଁ ବ୍ୟାପିଯାଇଥିଲା । ଚାହୁଁ ଚାହୁଁ ନିଆଁ ଚାରି ଆଡକୁ ବ୍ୟାପିଯାଇଥିଲା ।
ଭୁବନ ୨ ନମ୍ବର ଓ୍ୱାର୍ଡରେ ଥିବା କପଡା ଗୋଦାମରେ ଏହି ଅଗ୍ନି କାଣ୍ଡ ଘଟିଛି । ଅଗ୍ନିଶମ ବାହିନୀର ଯବାନ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ ।
Related Posts
ଦିଗପହଣ୍ଡି: ତ୍ରିରଙ୍ଗା ପତାକାକୁ ଅସମ୍ମାନ
26 January 2021
ସି.ଆର୍.ପି.ଏଫ୍ରେ ଯୋଗ ଦେବେ କର୍ଲାମୁଣ୍ଡାର ଝିଅ ସୌମ୍ୟାରାଣୀ
26 January 2021