ଭିଜିଲାନ୍ସ ପଞ୍ଝାରେ ଜୁନିୟର କ୍ଲର୍କ: ଟଙ୍କା କାରବାର ବେଳେ ମାଡି ବସିଲେ ଅଧିକାରୀ
30/12/2020 at 5:59 PM

ନୂଆପଡା୩୦/୧୨: ଭିଜିଲାନ୍ସ ପଞ୍ଝାରେ ସବ୍ରେଜିଷ୍ଟର ଅଫିସ୍ର ଜୁନିୟର କ୍ଲର୍କ ସଂଜୟ କୁମାର ନାଏକ। ଖଡିଆଳସ୍ଥିତ ସବ୍ରେଜିଷ୍ଟ୍ରି ଅଫିସରେ ୨୦ ହଜାର ଟଙ୍କା ନେବା ବେଳେ ଭିଜିଲାନ୍ସ ତାଙ୍କୁ ମାଡି ବସିଥିଲା। ଡିଏସପି ଭବାନିପାଟଣା-ନୂଆପଡା ସତ୍ୟବାନ ମହାନନ୍ଦଙ୍କ ନେତୃତ୍ବରେ ଏହି ଚଢ଼ାଉ ହୋଇଥିଲା।
Related Posts
ନିଆଁ ପୁଇଁବା ହେଲା କାଳ : ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
22 January 2021
ଶୀତ ଖେଳୁଛି ଲୁଚକାଳି : ଆଜି ବଢିବ ଥଣ୍ଡା, କିନ୍ତୁ କାଲି କମିଯିବ
22 January 2021