Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ଶ୍ରେଣୀ ଗୃହ ଅଛି ହେଲେ ବସିବା ପାଇଁ ବେଞ୍ଚ ଟେବୁଲ ନାହିଁ’

2/08/2018 at 4:33 PM

ପିଲାଏ ପାଠ ପଢିବେ ବୋଲି ନିର୍ମାଣ ହେଲା ଶ୍ରେଣୀ ଗୃହ । ହେଲେ କ୍ଲାସରେ ବସିବା ପାଇଁ ନାହିଁ ବେଞ୍ଚ –ଟେବୁଲ । ବଲାଙ୍ଗିରର ବହୁ ପୁରାତନ ବିଦ୍ୟାଭୂଷଣ ସଂସ୍କୃତ ମହାବିଦ୍ୟାଳୟରେ ଏବେ ଦେଖିବାକୁ ମିଳିଛି ଏଭଳି ଅବ୍ୟବସ୍ଥା । ଜଣେ ମାତ୍ର ତାଲିମ ପ୍ରାପ୍ତ ଶିକ୍ଷକ ରହିଛନ୍ତି କଲେଜରେ । ବାହାରୁ ପାଠ ପଢିବାକୁ ଆସୁଥିବା ପିଲାମାନଙ୍କ ପାଇଁ ନାହିଁ ହଷ୍ଟେଲ ସୁବିଧା ।

   Related Posts