Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରୋଞ୍ଚ ପଦକ ସହ ସ୍ଵଦେଶ ଫେରିଲେ ପିଭି ସିନ୍ଧୁ, ଦିଲ୍ଲୀ ଏୟାରପୋର୍ଟରେ ହେଲା ଭବ୍ୟ ସ୍ଵାଗତ
  • ||
  • ପାକିସ୍ତାନ ଉପରେ ଲାଗିଲା ଲଗାମ ! ମାର୍ଚ୍ଚରେ ଘଟିନାହିଁ ଗୋଟିଏ ବି ଅସ୍ତ୍ରବିରତି ଉଲ୍ଲଂଘନ ଘଟଣା, ଜୁନରେ କେବଳ ଦୁଇ
  • ||
  • ବୁଧବାରଠୁ ଭାରତ-ଇଂଲଣ୍ଡ ଟେଷ୍ଟ୍ ସିରିଜ୍ : ଟିମ୍ ଇଣ୍ଡିଆର ଜୋରଦାର ଅଭ୍ୟାସ, ଓପନିଂ ଯୋଡିକୁ ନେଇ ଚିନ୍ତାରେ ବିରାଟ
  • ||
  • କଟକ : କାଲିଠୁ ଖୋଲିବ କଟକ ଜିଲ୍ଲାରେ ସମସ୍ତ ଧର୍ମାନୁଷ୍ଠାନ, ଜିଲ୍ଲାପାଳ ଦେଲେ ସୂଚନା
  • ||
  • ପାଟଣା : ପାଟଣାରେ କଳା ପଲସର୍ ଆତଙ୍କ, ବାଇକ୍ ଡିକି ଭାଙ୍ଗି ଲୁଟିନେଲେ ୪ଲକ୍ଷ ଟଙ୍କା
  • ||
  • ଭୁବନେଶ୍ବର : ନିଜ ବନ୍ଧୁକରୁ ନିଜକୁ ଗୁଳିକଲେ ସିକ୍ୟୁରିଟି ଗାର୍ଡ, ପାରିବାରିକ କଳହ ଯୋଗୁଁ ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ରାସ୍ତାରେ ଛଟଛଟ ହୋଇ ଚାଲିଗଲା ଭଣଜା, ହସ୍ପିଟାଲରେ ଆଖିବୁଜିଲା ମାମୁଁ…
  • ||
  • କଟକ : ତପ୍ତପାଣି ଘାଟିରେ ଦୁର୍ଘଟଣା, ଭାରସାମ୍ୟ ହରାଇ ଓଲଟିଲା ମକା ଓ କପା ବୋଝେଇ ଦୁଇ ଟ୍ରକ୍
  • ||
  • ଭୁବନେଶ୍ବର : ସିବିଏସ୍‌ଇ ଦ୍ବାଦଶ ପରୀକ୍ଷାରେ ଟପ୍ପର ହେଲେ ଓଡିଆ ଝିଅ ଅମ୍ରିତା
  • ||
  • ଆଠଗଡ : ଟିକା ନପାଇ ଫେରିଲେ ଲୋକେ, ୨ ଦିନ ଧରି ଆଠଗଡ ବ୍ଲକ୍ ଅଞ୍ଚଳରେ ଟିକଦାନ ବନ୍ଦ
  • ||

୨ ଗୋଷ୍ଠି ମଧ୍ୟରେ ସଂଘର୍ଷ: ଟଙ୍କା ପାଇଁ ଖାଇଲେ ଟାଙ୍ଗିଆ ଚୋଟ

4/08/2020 at 4:20 PM

ଅନୁଗୁଳ୪/୮: ରାସ୍ତା ରୋକ ନେଇ ୨ ଗୋଷ୍ଠି ମଧ୍ୟରେ ସଂଘର୍ଷ। ଅନୁଗୋଳ ବରମଳିହା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଏହି ସଂଘର୍ଷରେ ଉଭୟ ଗୋଷ୍ଠୀର ୫ ଜଣ ଆହତ ହୋଇଛନ୍ତି । ମିଳିଥିବା ସୂଚନା ମୁତାବକ,  କିଛିଦିନ ପୂର୍ବେ ଏନ୍.ଆର୍.ଇ.ଜି.ଏସ୍ ମାଧ୍ୟମରେ ରାସ୍ତା କାମ ପାଇଁ ଟଙ୍କା ଆସିଥିଲା । ଗ୍ରାମବାସୀମାନେ ଏହି କାମକୁ ମିଳିମିଶି ସମ୍ପୂର୍ଣ୍ଣ କରିଥିଲେ।

କିନ୍ତୁ ଟଙ୍କା ଭାଗ ବଣ୍ଟା ହୋଇପାରି ନଥିଲା । ଏହି କାମରେ ନିୟୋଜିତ ଥିବା ମାନସ ଆଉ ରୁଷଭଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ  ଉତ୍ କ୍ଷିପ୍ତ ହୋଇ ମାନସର ଭାଇ ଗିରିଶ ଏକ ଟାଙ୍ଗିଆରେ ଋଷଭଙ୍କୁ ଆକ୍ରମଣ କରିଥିଲା ।

ଗଣ୍ଡଗୋଳ ବନ୍ଦ କରିବା ପାଇଁ ଯାଇଥିବା ଋଷଭଙ୍କ ସ୍ତ୍ରୀ କାଞ୍ଚନ ମଧ୍ୟ ଟାଙ୍ଗିଆ ଚୋଟରେ ଆହତ ହୋଇଛନ୍ତି । ଉଭୟଙ୍କ ପରିବାର ଆହତମାନଙ୍କୁ ଛେଣ୍ଡିପଦା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଋଷଭଙ୍କ ପିଠିରେ ଟାଙ୍ଗିଆ ଚୋଟ ବସିଥିବା ବେଳେ ତାଙ୍କ ସ୍ତ୍ରୀଙ୍କର ହାତ ଭାଙ୍ଗି ଯାଇଛି । ମାନସର ମୁଣ୍ଡରେ ମଧ୍ୟ ଆଘାତ ଲାଗିଛି । ଋଷଭ ଓ ତାଙ୍କ ସ୍ତ୍ରୀଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

   Related Posts