ପୁରୁଷୋତ୍ତମପୁର୨୬/୮: ଘାସ କଟାକୁ ନେଇ ଦୁଇ ପରିବାର ମୁହାଁମୁହିଁ। ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଳକ୍ ଅଧିନସ୍ଥ ଚିଲିଖମା ଗାଁ ଜମିରେ ଘାସ କାଟିବା ବେଳେ ଏଭଳି ଅଘଟଣ ଘଟିଛି। ଚିଲିଖମା ଗାଁର ଦୁଇ ପରିବାର ଗଣ୍ଡଗୋଳ ଲାଗି ଆହାତ ବୁଗୁଡା ମେଡିକାଲରେ ଭର୍ତ୍ତି ହୋଇଛନ୍ତି। କାହିଁକି ଏଭଳି ଘଟଣା ଘଟିଲା, ଏନେଇ ବୁଗୁଡା ପୋଲିସ୍ ଘଟଣାସ୍ଥଳରେ ପହଁଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି।
ଦ୍ବିତୀୟ ପର୍ଯ୍ୟାୟରେ ୨୪ ହେଭିଓ୍ବେଟ୍ ; ରାହୁଲ, ଥରୁର...