Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ଟାଙ୍ଗୀ: ବନ କର୍ମଚାରୀ- ପଥର ମାଫିଆ ମୁହାଁମୁହିଁ

31/01/2021 at 5:47 PM

ଟାଙ୍ଗୀ୩୧/୧: ବନ ବିଭାଗ ଓ ପଥର ମାଫିଆ ମୁହାଁମୁହିଁ। ବେଆଇନ୍ ପଥର ଖଣି ଚାଲିଥିବା ବେଳେ ବନ ବିଭାଗ ଅତର୍କିତ ଚଢ଼ାଉ କରିଥିଲା। ଏହାକୁ ପଥର ମାଫିଆ ବିରୋଧ କରିଥିଲେ। ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଖୋର୍ଦ୍ଧା ଜିଲ୍ଲାର ବାଣପୁର ଥାନା ଗମେଇ ଗାଁରେ ମାଙ୍କଡ଼ା ପଥର ଖନନ ବେଳେ ଏଭଳି ଘଟଣା ଘଟିଛି। ବନ ବିଭାଗର ଏସିଏଫ୍‌ଙ୍କ ନେତୃତ୍ବରେ ଟାଙ୍ଗୀ, ବାଲୁଗାଁ, ରଣପୁର ଓ ଖୋର୍ଦ୍ଧା ବନ ବିଭାଗର ଅଧିକାରୀମାନେ ଏହି ଟିମ୍‌ରେ ସାମିଲ ହୋଇଥିଲେ। ବନ ବିଭାଗ ଦ୍ୱାରା ଜବତ ଜେସିବିକୁ ପଥର ମାଫିଆମାନେ ଧସ୍ତାଧସ୍ତି କରି ଛଡାଇ ନେଇଥିବା ଜଣାପଡିଛି।

   Related Posts