ରାଉରକେଲା କଂଗ୍ରେସ ବୈଠକରେ ୨ଗୋଷ୍ଠୀ ମଧ୍ୟରେ ମାରପିଟ୍
2/02/2019 at 2:43 PM

ରାଉରକେଲା ୨|୨: ରାଉରକେଲା କଂଗ୍ରେସ ବୈଠକରେ ୨ଗୋଷ୍ଠୀ ମଧ୍ୟରେ ମାରପିଟ୍ ହୋଇଛନ୍ତି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆଗରେ ଧସ୍ତାଧସ୍ତି ହୋଇଛନ୍ତି କଂଗ୍ରେସ କର୍ମୀ । ରାଉରକେଲା ପାନ୍ଥନିବାସରେ ବୈଠକ ଚାଲିଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ କାର୍ଯ୍ୟକ୍ରମ ନେଇ ଆଲୋଚନା ଚାଲିଥିଲା । ସାମାନ୍ୟ କଥା କଟାକଟିକୁ ନେଇ ଏପରି ଘଟଣା ଘଟିଛି ।
Related Posts
ଚାନ୍ଦବାଲି: ଜାଲ ନୋଟ୍ ଜବତ, ଅଭିଯୁକ୍ତକୁ ଧରାଇ ଦେଲେ ମିଠା ଦୋକାନୀ
18 January 2021
ଭଦ୍ରକ: ଜାତୀୟ ସଡ଼କ ସୁରକ୍ଷା ମାସ ପାଳିତ
18 January 2021