Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ସାମୟିକ କଳା ଓ କ୍ରିଡା ଶିକ୍ଷକଙ୍କୁ ପୂର୍ଣ୍ଣ ପ୍ରଶିକ୍ଷକ ମାନ୍ୟତା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

15/09/2021 at 3:51 PM

ଭଦ୍ରକ ୧୫।୯: ରାଜ୍ୟ ସରକାରଙ୍କ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ନିଯୁକ୍ତି ପାଇଥିବା ସାମୟିକ କଳା ଓ କ୍ରିଡା ପ୍ରଶିକ୍ଷକଙ୍କ ପାର୍ଟ ଟାଇମ୍ ଉଚ୍ଛେଦ କରି ପୂର୍ଣ୍ଣ ଶିକ୍ଷକ ମାନ୍ୟତା ଦାବି କରି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର । ଓଡିଶା କଳା ଓ କ୍ରିଡା ଶିକ୍ଷକ ମହାସଂଘର ଭଦ୍ରକ ଶାଖା ତରଫରୁ ଏହି ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଦାନ କରଯାଇଛି । ତେବେ ଏହି ବର୍ଗର ପ୍ରଶିକ୍ଷକମାନେ ଠିକା ହିସାବରେ କାର୍ଯ୍ୟ କରିବା ସହ ନୋ ୱାର୍କ ନୋ ପେ ଅନୁସାରେ ଦରମା ପାଇଥାନ୍ତି ।

ତେବେ ଏହି ପାର୍ଟ ଟାଇମ୍ ଉଚ୍ଛେଦ ପାଇଁ ଏବେ ଦାବି କରିଛନ୍ତି । ପୂର୍ଣ୍ଣ ଶିକ୍ଷକ ଭାବେ ମାନ୍ୟତା ପାଇଁ ପଦକ୍ଷେପ ସରକାର ନିଅନ୍ତୁ । ଯଦି ଆଗାମୀ ଦିନରେ ରାଜ୍ୟ ସରକାର ଏହି ପ୍ରଶିକ୍ଷକଙ୍କ ଦାବି ମାନିବା ପାଇଁ ମହାସଂଘ ଅନୁରୋଧ କରିଛି । ନହେଲେ ପ୍ରଶିକ୍ଷକମାନେ ପରିବାର ସହ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

   Related Posts