Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||
  • ବଡବିଲ : ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ, ଆତଙ୍କ ଖେଳାଇଛନ୍ତି ୧୧ଟିକିଆ ହାତୀ ପଲ
  • ||
  • ଓ୍ବାଶିଂଟନ୍ : ‘ପିଜ୍ଜା ହଟ୍’ର ଶୁଭାରମ୍ଭ କରିଥିବା ଫ୍ରାଙ୍କ୍ କାର୍ନିଙ୍କ ପରଲୋକ
  • ||
  • ବଲାଙ୍ଗୀର : ଭିଜିଲାନ୍ସ ପଞ୍ଝାରେ ରେଞ୍ଜର, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ଭୁବନେଶ୍ବର : ଅଫଲାଇନ୍‌ରେ ହେବ ମାଟ୍ରିକ୍ ଏବଂ ଯୁକ୍ତ ୨ ପରୀକ୍ଷା : ଗଣଶିକ୍ଷା ମନ୍ତ୍ରୀ
  • ||

ବରଗଡ଼ରେ କ୍ୟାନସର ହସ୍ପିଟାଲ ଦାବି: ଆନ୍ଦୋଳନକାରୀ କହିଲେ, ଆଉ ଦାବି ନୁହେଁ, ଏବେ….

19/11/2020 at 8:48 PM

ବରଗଡ଼୧୯/୧୧: ଏଣିକି ବରଗଡ଼ରେ କ୍ୟାନସର ହସ୍ପିଟାଲରେ ପାଇଁ ଆଉ ଦାବି ନୁହେଁ ବରଂ ଛଡ଼େଇ କି ନେବୁ । ଏମିତି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ । ମୁଖ୍ୟମନ୍ତ୍ରୀ ଗତ ସାଧାରଣ ନିର୍ବାଚନ ସମୟରେ ବରଗଡ଼ରେ ବଢୁଥିବା କ୍ୟାନସର ରୋଗୀ ଓ ସେମାନଙ୍କ ମୃତ୍ୟୁ ସଂଖ୍ୟାକୁ ଲକ୍ଷ୍ୟରେ ରଖି ବରଗଡ଼ରେ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ପାଇଁ ଘୋଷଣା କରିଥିଲେ। ଦୀର୍ଘ ଦିନ ହେବ ଏଥିପାଇଁ ବରଗଡ଼ରେ ବିଭିନ୍ନ ସାମାଜିକ ଅନୁଷ୍ଠାନ,ସାଂସ୍କୃତିକ ଅନୁଷ୍ଠାନ, ଓକିଲ ସଂଘ ଓ ସାଧାରଣ ନାଗରିକଙ୍କ ପକ୍ଷରୁ ଆନ୍ଦୋଳନ ମଧ୍ୟ ହୋଇଆସୁଛି ।

ତେବେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କେବଳ ଭାଷଣରେ ସୀମିତ ହୋଇ ରହି ଯାଇଥିବା ବେଳେ ଏହାକୁ ନେଇ ତେଜି ଉଠିଛି ଆନ୍ଦୋଳନ । ଗତ ମଙ୍ଗଳବାର କୋଶଲ ସେନାର ୨ କର୍ମୀ ସ୍ଥାନୀୟ ଗାନ୍ଧୀ ଛକରେ ଅନଶନରେ ବସିଥିବା ବେଳେ ଆଜି ଫୋରମ ଫର୍‌ କ୍ୟାନସର ହସପିଟାଲ ଇନ ବରଗଡ ପକ୍ଷରୁ ଏକ ଚେତାବନୀ ଶୋଭାଯାତ୍ରା କରାଯାଇଥିଲା।

   Related Posts