ଆସନ୍ତୁ ନଜର ପକାଇବା ମହାଭିଯୋଗ ଖାରଜ କାରଣ ଉପରେ

Published By : Prameya-News7 Bureau | April 23, 2018 IST

ଆସନ୍ତୁ ନଜର ପକାଇବା ମହାଭିଯୋଗ ଖାରଜ କାରଣ ଉପରେ : ୧. ନୋଟିସ ଗ୍ରହଣ ପୂର୍ବରୁ ପ୍ରେସ କନଫରେନ୍ସରେ ଖୁଲାସା ଯାହାକି ସଂସଦୀୟ ନିୟମର ଉଲଂଘନ ୨. ଚିଫ ଜଷ୍ଟିସଙ୍କ ବିରୋଧରେ ଆସିଥିବା ଅଭିଯୋଗ ନିରାଧାର ୩. ଚିଫ ଜଷ୍ଟିସଙ୍କ ବିରୋଧରେ ଆସିଥିବା ଅଭିଯୋଗର କୌଣସି ପ୍ରମାଣ ନାହିଁ ୪. ଅଭିଯୋଗ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ୫. ଚିଫ ଜଷ୍ଟିସଙ୍କ ଗାରିମା ନଷ୍ଟ ପାଇଁ ଉଦ୍ୟମ ଏହି ସବୁ କାରଣ ପାଇଁ ଉପ ରାଷ୍ଟ୍ରପତି ଚିଫ ଜଷ୍ଟିସଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖାରଜ କରିଛନ୍ତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.