Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଖାରଜ

8/05/2018 at 7:34 AM

ସୁପ୍ରିମକୋର୍ଟର ୫ଜଣିଆ ସାମ୍ବିଧାନିକ ଖଣ୍ଡପୀଠରେ ଅଭିଯୋଗ ଖାରଜ ହୋଇଛି | କଂଗ୍ରେସ ଆବେଦନ ପ୍ରତ୍ୟାହାର କରିନେବାରୁ ମାମଲା ଖାରଜ ହୋଇଛି | କଂଗ୍ରେସ ଏବଂ ବିଭିନ୍ନ ବିରୋଧୀ ଦଳଙ୍କ ମହାଭିଯୋଗ ପ୍ରସ୍ତାବକୁ ରାଜ୍ୟ ସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଅଗ୍ରାହ୍ୟ କରିଥିଲେ |

Leave a Reply

   Related Posts