ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଖାରଜ
8/05/2018 at 7:34 AM

ସୁପ୍ରିମକୋର୍ଟର ୫ଜଣିଆ ସାମ୍ବିଧାନିକ ଖଣ୍ଡପୀଠରେ ଅଭିଯୋଗ ଖାରଜ ହୋଇଛି | କଂଗ୍ରେସ ଆବେଦନ ପ୍ରତ୍ୟାହାର କରିନେବାରୁ ମାମଲା ଖାରଜ ହୋଇଛି | କଂଗ୍ରେସ ଏବଂ ବିଭିନ୍ନ ବିରୋଧୀ ଦଳଙ୍କ ମହାଭିଯୋଗ ପ୍ରସ୍ତାବକୁ ରାଜ୍ୟ ସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଅଗ୍ରାହ୍ୟ କରିଥିଲେ |
Related Posts
ଅମାନିଆ ଚାଳକ ସାବଧାନ ! ଦୁର୍ଘଟଣାରେ ଦୋଷୀ ଡ୍ରାଇଭରଙ୍କ ରଦ୍ଦ ହେବ ଲାଇସେନ୍ସ
25 February 2021