ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘କାଶ୍ମୀର ପଣ୍ଡିତଙ୍କ ହତ୍ୟାକାରୀକୁ କ୍ଷମା ନାହିଁ’ – ଉପ ରାଜ୍ୟପାଳ
  • ||
  • ଦେଶରେ ବଢୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୨୨୦୨ କରୋନା ପଜିଟିଭ୍
  • ||
  • ସନ୍ଧ୍ୟାରେ ପଞ୍ଜାବ ବନାମ ଦିଲ୍ଲୀ, ‘କର ବା ମର’ ସ୍ଥିତିରେ ଉଭୟ ଟିମ୍
  • ||
  • ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୭ ପଜିଟିଭ୍
  • ||
  • ଚଣ୍ଡୀଖୋଲ: ଟ୍ରକକୁ ଧକ୍କା ଦେଲା ଟ୍ରକ୍: ଗାଡି ଆଗକୁ ଛିଟିକି ପଡିଲେ ଡ୍ରାଇଭର, ଚାଲିଗଲା ଜୀବନ
  • ||
  • କମିବ ଖରା, ବଢିବ ଗୁଳୁଗୁଳି : ଭିଜାଇବ କାଳବୈଶାଖି ବର୍ଷା
  • ||

ଜଷ୍ଟିସ ରଞ୍ଜନ ଗୋଗୋଇ ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି

2/09/2018 at 5:26 PM

ଦିଲ୍ଲୀ ୨/୯ : ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି | ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ନାଁ ରେକମେଣ୍ଡ କରିଛନ୍ତି ଭାରତୀୟ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଦୀପକ ମିଶ୍ର | ଜଷ୍ଟିସ ରଞ୍ଜନ ଗୋଗୋଇ ଆସନ୍ତା ଅକ୍ଟୋବର ୩ ତାରିଖରେ ସୁପ୍ରିମକୋର୍ଟ ବିଚାରପତି ଭାବେ ଶପଥ ଗ୍ରହଣ କରିବାର ଅନୁମାନ କରାଯାତାଇଛି |
ପୂର୍ବରୁ ଆଇନ ମନ୍ତ୍ରାଳୟ ଦୀପକ ମିଶ୍ରଙ୍କ ନିକଟକୁ ପରବର୍ତ୍ତୀ ମୁଖ୍ୟ ବିଚାରକଙ୍କ ନାଁ ରେକମେଣ୍ଡ କରିବା ପାଇଁ ଏକ ଚିଠି ଲେଖିଥିଲେ | ତେବେ ଜଷ୍ଟିସ ଦୀପକ ମିଶ୍ର ରଞ୍ଜନ ଗୋଗୋଇଙ୍କ ନାଁ ରେକମେଣ୍ଡ କରିଛନ୍ତି |
ଜଷ୍ଟିସ ରଞ୍ଜନ ଗୋଗୋଇ ୨୦୦୧ ଫେବୃଆରୀ ୨୮ ତାରିଖରେ ଗୁଆହାଟୀ ହାଇକୋର୍ଟର ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ | ତା ପରେ ପଂଜାବ ଓ ହରିୟାଣା କୋର୍ଟରେ ୨୦୧୦ରେ ଦାୟିତ୍ଵ ନେଲେ |ମୁଖ୍ୟ ବିଚାରପତି ଭାବେ ୨୦୧୧ରେ ଦାଇତ୍ଵ ନେଲେ|୨୦୧୨ରେ ସୁପ୍ରିମକୋର୍ଟରେ ଜର୍ଜ ଭାବେ ଦାଇତ୍ଵ ନିର୍ବାହ କରିଆସୁଥିଲେ|

   Related Posts