Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ବନ୍ଧୁତାପୂର୍ଣ୍ଣ ମ୍ୟାଚ୍‌ ଖେଳି ସର୍ବାଧିକ ରନ୍‌ କଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ବୋବ୍‌ଡେ

20/01/2020 at 1:36 PM

ମୁମ୍ବାଇ ୨୦।୦୧: ମହାରାଷ୍ଟ୍ର ବିଦର୍ଭ କ୍ରିକେଟ ଆସୋସିଏସନ ଗ୍ରାଉଣ୍ଡରେ ଏକ ବନ୍ଧୁତା ପୂର୍ଣ୍ଣ ମ୍ୟାଚ୍‌ ଖେଳାଯାଇଛି । ଏହି  ମ୍ୟାଚ୍‌ରେ ହାଇକୋର୍ଟ ବାର୍ ଆସୋସିଏସନ ବିଜୟୀ ହୋଇଛି । କିନ୍ତୁ ମ୍ୟାଚ୍‌ରେ ସୁପ୍ରମକୋର୍ଟ ପ୍ରଧାନ ଜଷ୍ଟିସ୍‌ ବୋବ୍‌ଡେ “ଅଲ୍‌ ଜର୍ଜସ ୧୧” ତରଫରୁ ଖେଳୁଥିଲେ । ଏହି ବନ୍ଧୁତାପୂର୍ଣ୍ଣ ମ୍ୟାଚ୍‌ଟି  “ଅଲ୍‌ ଜର୍ଜସ ୧୧”  ଓ ହାଇକୋର୍ଟ ବାର ଆସୋସିଏସନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।

ରବିବାର ଦିନ  ସିବିଲ ଲାଇନ୍ସ ଅଞ୍ଚଳରେ ବିଦର୍ଭ କ୍ରିକେଟ ଆସୋସିଏସନ ପଡିଆରେ ଉଭୟ ଟିମ୍‌ ମଧ୍ୟରେ ଏହି ବନ୍ଧୁତାପୂର୍ଣ୍ଣ ମ୍ୟାଚଟି ଖେଳାଯାଇଥିଲା । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଶରଦ ବୋବଡେ କ୍ରିକେଟ ଖେଳ ଖେଳୁଥିବା ଦେଖିବାକୁ ମିଳିଥିଲା । ଦୁଇ ଦିନିଆ ନାଗପୁର ଗସ୍ତରେ ଅଛନ୍ତ ଜଷ୍ଟିସ୍‌ ବୋବଡେ ।  ଉଭୟ ଦଳ ମଧ୍ୟରେ ୧୫ଓଭର ବିଶିଷ୍ଠ ଏହି ମ୍ୟାଚ ଖେଳାଯାଉଥିଲା । ଜଷ୍ଟିସ୍‌ ବୋବଡେ  “ଅଲ୍‌ ଜର୍ଜସ ୧୧”  ବ୍ୟାଟିଂ କରିବାକୁ ଆସିଥିଲା, କିନ୍ତୁ ସେ ମାତ୍ର ୧୮କରିବାରେ ସକ୍ଷମ ହୋଇଥିଲେ । ତେବେ ଜଷ୍ଟିସ୍ ବୋବଡେ କରିଥିବା ୧୮ ହିଂ ମ୍ୟାଚ୍‌ର ସର୍ବାଧିକ ରନ ଥିଲା । କିନ୍ତୁ ମ୍ୟାଚ୍‌ଟି ପ୍ରତିପକ୍ଷ ଟିମ୍‌ ବିଜୟୀ ହୋଇଥିଲା । ସେହପରି କେନ୍ଦ୍ରୀୟ ମନ୍ତ୍ରୀ ନୀତିନ ଗଡକରୀ ମଧ୍ୟ ମ୍ୟାଚ ଖେଳାଯାଉଥିବା ସ୍ଥାନକୁ ଗସ୍ତ କରିଥିଲେ । ଗସ୍ତ ଅବସରରେ ନୀତିନ ଗଡକରୀ ମଧ୍ୟ ବ୍ୟାଟିଂ କରିଥିବା ଦେଖିବାକୁ ମିଳିଥିଲା ।

   Related Posts