ପ୍ରକାଶ ପାଇଲା UPSC ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ : ପ୍ରଦୀପ ସିଂହ ଟପ୍ପର, ୮ମ ଓ ୧୦ମ ସ୍ଥାନରେ ଓଡିଶାର ଦୁଇ ଜଣ
4/08/2020 at 12:14 PM

ଭୁବନେଶ୍ବର ୪।୮: ବାହାରିଲା ୨୦୧୯ ଆଇଏଏସ ପରୀକ୍ଷା ଫଳ । ମୋଟ ୮୨୯ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ପ୍ରଦୀପ ସିଂହ ଟପ୍ପର ହୋଇଛନ୍ତି । ଦ୍ବିତୀୟ ସ୍ଥାନରେ ଯତୀନ କିଶୋର, ତୃତୀୟ ସ୍ଥାନରେ ପ୍ରତିଭା ବର୍ମା ରହିଛନ୍ତି । ସେହିଭଳି ଓଡିଶାରୁ ଅଭିଷେକ ସରାଫ ଅଷ୍ଟମ ସ୍ଥାନରେ ଓ ସଞ୍ଜିତା ମହାପାତ୍ର ଦଶମ ସ୍ଥାନରେ ରହିଛନ୍ତି । ସଞ୍ଜିତାଙ୍କ ଘର ରାଉରକେଲା ରାଜଗାଙ୍ଗପୁରରେ । ସେ ରାଉରକେଲା SAILରେ କାର୍ଯ୍ୟ କରୁଥିଲେ ।
Union Public Service Commission Civil Services Examination 2019 result announced pic.twitter.com/qHStgqaa9U
— ANI (@ANI) August 4, 2020

Related Posts
କୋଭିଡ ଟିକା ଯୋଗାଣ ଲାଗି ଏଯାଏଁ ପାକିସ୍ତାନରୁ ମିଳିନି ଅନୁରୋଧ: MEA
22 January 2021