Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଧନ ତେରସ ପୂର୍ବରୁ ଗହଣା ଦୋକାନୀକୁ ଝଟକା, ସିଟି ଓ ଜିଏସଟି ବିଭାଗର ଚଢ଼ାଉ

30/10/2021 at 5:41 PM

ବରଗଡ ୩୦।୧୦: ଧନ ତେରସ ପୂର୍ବରୁ ଗହଣା ଦୋକାନୀକୁ ଝଟକା । ଟିକସ ଫାଙ୍କିଥିବା ଅଭିଯୋଗରେ ଗହଣା ଦୋକାନରେ ସିଟି ଜିଏସଟି ବିଭାଗର ଚଢ଼ାଉ । ପଦ୍ମପୁର ସହରର ମିନାକ୍ଷୀ ଜୁଏଲାରୀ ସୁନା ଗହଣା ବିକ୍ରି କରି ଟିକସ ଫାଙ୍କିଥିବା ଅଭିଯୋଗରେ ସିଟି ଓ ଜିଏସଟି ବିଭାଗର ଦୁଇଟି ଟିମ୍ ପଦ୍ମପୁର ଥାନା ଛକ ସ୍ଥିତ ଦୋକାନ ଓ ଘରେ ସମୁଦାୟ ଦୁଇଟି ଟିମ ଚଢ଼ାଉ କରିଛନ୍ତି । ସମସ୍ତ କ୍ରୟ ବିକ୍ରୟ ରେଜିଷ୍ଟର ଓ ସୁନା ଗହଣା ଯାଞ୍ଚ ଚାଲିଥିବା ଜିଏସଟି ବିଭାଗର ଅଧିକାରୀ ରଜନୀକାନ୍ତ ସେଠ ସୂଚନା ଦେଇଛନ୍ତି ।

   Related Posts