Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ପାଇଁ ଗ୍ଲୋବାଲ୍‌ ଟେଣ୍ଡର: ୧୯ ସଦସ୍ୟଙ୍କୁ ନେଇ ଗଠନ ହେଲା କମିଟି
  • ||
  • ଭୁବନେଶ୍ବରରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ୯୬୨ ଆକ୍ରାନ୍ତ ଚିହ୍ନଟ
  • ||
  • ନୂଆଦିଲ୍ଲୀ : କରୋନାର ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କ ପାଇଁ ଉପଯୋଗୀ ଆୟୁଷ-୬୪, ଏହି କେନ୍ଦ୍ରରେ ମିଳୁଛି ମାଗଣାରେ
  • ||
  • ଶାମଲୀ : ଲଜ୍ଜାଜନକ ଦୃଶ୍ୟ, ଅଳିଆ ବୁହା ଗାଡିରେ ଶ୍ମଶାନଘାଟ ଗଲା ମହିଳାଙ୍କ ମୃତଦେହ
  • ||
  • ଟିକା ପାଇଁ ହେବ ଗ୍ଲୋବାଲ୍‌ ଟେଣ୍ଡର, ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ରାହୁଲ ଭୋରାଙ୍କ ମୃତ୍ୟୁ ପରେ ପତ୍ନୀ ସେୟାର କଲେ ଯନ୍ତ୍ରଣାଦାୟକ ଭିଡିଓ… କେମିତି ଅକ୍ସିଜେନ୍ ଟିକିଏ ପାଇଁ ହେଉଥିଲେ ଛଟପଟ
  • ||
  • ମଥୁରା : କରୋନାରେ ହେମାମାଳିନୀଙ୍କ ବ୍ୟକ୍ତିଗତ ସଚିବଙ୍କ ମୃତ୍ୟୁ, ଟ୍ବିଟ୍ କରି ଅଭିନେତ୍ରୀ ଦେଲେ ଶ୍ରଦ୍ଧାଞ୍ଜଳି
  • ||
  • ଭୁବନ : ଦୀର୍ଘ ୭ଘଣ୍ଟା ବନ୍ଦ ଘରେ ପଡିରହିଲା ମୃତଦେହ, କରୋନା ସଂକ୍ରମଣ ଆଶଙ୍କାରେ ପାଖ ମାଡିଲେନି ପରିବାର
  • ||
  • ବଲାଙ୍ଗୀର : ରୋଗୀଙ୍କୁ ଲାଞ୍ଚ ମାଗିବା ପଡିଲା ମହଙ୍ଗା, SDMOଙ୍କୁ ସୋ-କଜ୍ ନୋଟିସ୍ ପରେ ପଠାଗଲା ଡେପୁଟେସନରେ, ସ୍ବାସ୍ଥ୍ୟକର୍ମୀ ସସ୍‌ପେଣ୍ଡ
  • ||
  • ହାଇଦ୍ରାବାଦ : ଅକ୍ସିଜେନ୍ ଟ୍ୟାଙ୍କର ଡ୍ରାଇଭର ଭୁଲିଗଲା ହସ୍ପିଟାଲ ରାସ୍ତା, ଅକ୍ସିଜେନ୍ ଅଭାବରୁ ଚାଲିଗଲା ୭ କରୋନା ରୋଗୀଙ୍କ ଜୀବନ
  • ||

ଚୌଦ୍ବାର ‘ଇମ୍ଫା’ ଜମି ଜବରଦଖଲ ପ୍ରସଙ୍ଗ : କମ୍ପାନୀ ପରିସରରେ ଥିବା ୧୩ ଏକର ୭ ଡିସିମିଲ ଜମିକୁ ନେଇ ପୁଣି ବିବାଦ

2/11/2020 at 4:53 PM

କଟକ ୨।୧୧: ଚୌଦ୍ବାରଠାରେ ଥିବା ଇମ୍ଫା କମ୍ପାନୀର ଜମି ବିବାଦ ଏବେ ପୁଣି ଥରେ ମୁଣ୍ଡ ଟେକିଛି । ଇମ୍ପା କମ୍ପାନୀ ୧୩ ଏକର ୭ ଡିସମିଲ ସରକାରୀ ଜମିକୁ ହାତେଇ ନେଇଥିବା ବେଳେ ସ୍ଥାନୀୟ ବାସିନ୍ଦାଙ୍କ ବିରୋଧ ପରେ ୨୦୧୪ ମସିହାରେ ସେହି ଜମି ସରକାରୀ ଖାତାକୁ ଫେରିଥିଲା ।

କିନ୍ତୁ ସରକାରୀ ଖାତାକୁ ଫେରିଥିଲେ ମଧ୍ୟ ସରକାର ସେହି ଜମିକୁ ନିଜ ଦଖଲକୁ ନେଇ ନଥିବାରୁ ତାହା ଏବେ ବି କାରଖାନା ପରିସର ମଧ୍ୟରେ ରହିଛି । ସେହି ଜମି ଏବେ ବି କମ୍ପାନୀ କବଜାରେ ରହିଥିବା ବେଳେ ସେହି ଜମିରେ ଥିବା ଏକ ସ୍କୁଲ ମଧ୍ୟ କମ୍ପାନୀ ହତା ମଧ୍ୟରେ ରହିଥିବା ଅଭିଯୋଗ ହୋଇଛି । ତେବେ ସେହି ଜମିକୁ ସରକାର ନିଜ ଦଖଲକୁ ଆଣିବାକୁ ଦାବି କରି ଆଜି ଟାଙ୍ଗି ଚୌଦ୍ବାର ସଚେତନ ନାଗରିକ ମଞ୍ଚ ପକ୍ଷରୁ କଟକ ଜିଲ୍ଳାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି ।

   Related Posts